Odia News Portal
Browsing Tag

tara bahinipati

ବିଧାନସଭାରେ ଘଣ୍ଟ ବଜାଇଲେ ତାରା

ତାରାଙ୍କ ବ୍ରାହ୍ମଣ ବେଶ। ବିଧାନସଭାକୁ ଆଜି ପାଟ ଧୋତି ସାଙ୍ଗକୁ ପାଟ ଗାମୁଛା ପିନ୍ଧି ବ୍ରାହ୍ମଣ ବେଶରେ ଏଣ୍ଟ୍ରି କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବେକରେ ରୁଦ୍ରାକ୍ଷମାଳ ଓ ହାତରେ କମଣ୍ଡଳୁ ଧରି ବିଧାନସଭାରେ ତାରା ଛିଞ୍ଚିଛନ୍ତି ଗଙ୍ଗାଜଳ। ଗଣତନ୍ତ୍ର ମନ୍ଦିର…

ତାରାଙ୍କ ନାଁରେ ଏତଲା

ଜୟପୁର: ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଅାଁ ନେତା ତାରା ବାହିନୀପତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଶୁକ୍ରବାର କଂଗ୍ରେସ ପକ୍ଷରୁ ହରତାଳ କରାଯାଇଥିବାବେଳେ ଗାଡ଼ି ଅଟକାଇଥିବା ଅଭିଯୋଗ ଆସିଛି । ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ କି, ଓଡ଼ିଶା ବନ୍ଦ ନୁହେଁ ହରତାଳ । ହରତାଳ ସମୟରେ…

ପ୍ରଦୀପ ମାଝୀଙ୍କ ଇସ୍ତଫାକୁ ନେଇ ତାରାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଜଣାଶୁଣା ଆଦିବାସୀ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳରେ ତେଜୁଛି ରାଜନୀତି । ସାଥୀ ରାଜନେତାମାନେ ଏବେ ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସୁରଙ୍କ ପରେ ପ୍ରଦୀପଙ୍କୁ ଟାର୍ଗେଟ କରିଛନ୍ତି ତାରା । ସେ କହିଛନ୍ତି କି, ଦଳର ଗ୍ରହ…

ଗୃହରେ ପ୍ରତିବାଦ ବେଳେ ଅସୁସ୍ଥ ହେଲେ ତାରା

ଭୁବନେଶ୍ୱର: ଗୃହରେ ପ୍ରତିବାଦ କଲା ବେଳେ ଅସୁସ୍ଥ ହୋଇପଡିଛନ୍ତି କୋରାପୁଟ ବିଧାୟକ ତାରା ବାହିନୀପତି । ଚେୟାର ଊପରେ ଛିଡା ହୋଇ ପ୍ରତିବାଦ କରୁଥିଲେ । ଏହି ସମୟରେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ସହଯୋଗୀ ସଦସ୍ୟମାନେ ପାଣି ପିଆଇ ଏକେ ଚେୟାରରେ ବସାଇଥିଲେ । ବିଧାନସଭା ଚାଲିଥିବା…

ଖୁବଶୀଘ୍ର ମେଡିକାଲରୁ ଡିସଚାର୍ଜ ହେବେ ତାରା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଆଁ ନେତା ତାରା ବାହିନୀପତି । ସଦ୍ୟ ସୂଚନା ମୁତାବକ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛନ୍ତି ତାରା । କରୋନାର ଲକ୍ଷଣ ଦେଖାଦେବା ପରେ ମେଡିକାଲରେ…

ତାରାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୟପୁର ବିଧାୟକ ତାରା ବାହିନୀପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଟ୍ୱିଜ ଜରିଆରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି କି, ଜୟପୁର ବିଧାୟକ ତାରା ବାହିନୀପତି କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ ।…

ନାଚଠୁ ଅଧିକ ଚର୍ଚ୍ଚାରେ ତାରାଙ୍କ କଷ୍ଟ୍ୟୁମ

ଜୟପୁର () ତେଲୁଗୁ ସଂପ୍ରଦାୟର ପୋଙ୍ଗଲ ପାଳନ ସାଂସ୍କୃତିକ ଉତ୍ସବରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଜୟପୁର ବିଧାୟକ,ଟାଉନ ଥାନା ଅଧିକାରୀ ପ୍ରମୁଖ ସାମିଲ ହେ।ଇ ଉତ୍ସବରେ ରଙ୍ଗ ଭରିଦେଇଥିଲେ । ହେଲେ ସବୁଠାରୁ ହଟକେ ଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତେଲୁଗୁ କଳାକାରଙ୍କ…

ଗୀତ ଗାଇଲେ ତାରା

ଭୁବନେଶ୍ୱର() କିଛି ଦିନ ପୂର୍ବରୁ ଟାଇଟାନିକ ପୋଜ ଦେଇ ଚର୍ଚ୍ଚାରେ ଆସିଥିଲେ ବିଧାୟକ ତାରା ବହନୀପତି । ଫିଲ୍ମ ଷ୍ଟାଇଲ ତାରା ଏବଂ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ସହ ଟାଇଟାନିକ ପୋଜ ଦେଇ ଫଟୋ ଉଠାଇଥିଲେ । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ପୁଣି ଗୀତ ଗାଇ…

ପ୍ରଦୀପଙ୍କ ବୟାନକୁ ନିନ୍ଦା କଲେ ତାରା

ଭୁବନେଶ୍ୱର () ପ୍ରଦୀପ ମାଝୀଙ୍କ ବୟାନକୁ ନିନ୍ଦା କରିଛନ୍ତି ତାରା ।ସେ ପ୍ରତିକ୍ରିୟା ରଖିଛନ୍ତି ଯେ, କଂଗ୍ରେସ ଦଳ କେବେ ହିଂସାର ଆଶ୍ରୟ ନିଏ ନାହିଁ । କଂଗ୍ରେସ ଗାନ୍ଧିଜୀଙ୍କ ଅହିଂସା ଆଦର୍ଶରେ ଅନୁପ୍ରାଣିତ । ପ୍ରଦୀପଙ୍କ ବୟାନ କଂଗ୍ରେସର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ । ଏଭଳି ବୟାନ…