Odia News Portal
Browsing Tag

team india won

ଟିମ ଇଣ୍ଡିଆ ର ଶତକ ବିଜୟ

ସେଞ୍ଚୁରିଅନ ବିଜୟ ସହ ୨୦୨୧ ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାରେ ଭାରତ ୧୧୩ ରନରେ ବିଜୟୀ ହୋଇଛି । ଆଜିର ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ମ୍ୟାଚରେ ସେଞ୍ଡୁରୀ…