Odia News Portal
Browsing Tag

tiger

ଢେଙ୍କାନାଳରେ ମହାବଳ! ଛତିଶଗଡ଼ରୁ ଆସି ଓଡ଼ିଶାରେ ଘୂରି ବୁଲୁଛି

ଅନୁଗୁଳରେ ମହାବଳ ବାଘର ପାଦ ଚିହ୍ନ ମିଳିବା ପରେ ସତର୍କ ‌ହୋଇଛି ବନବିଭାଗ। ବାଘର ଗତିବିଧି ଜାଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ବାଘର କିଛି ଟେର୍‌ ମିଳୁନି। ଅପରପକ୍ଷରେ ଢେଙ୍କାନାଳ ବନଖଣ୍ଡରେ ଏକ ଗାଈକୁ ବନ୍ୟପ୍ରାଣୀ ଆକ୍ରମଣ କରିଥିବାରୁ ବାଘ ଢେଙ୍କାନାଳ…

ଆଖିବୁଜିଲା ‘ମୌସୁମୀ’ର ଧଳାବାଘ ଛୁଆ

ପାଖାପାଖି ଅଢ଼େଇ ମାସର ଚିକିତ୍ସା ସତ୍ତ୍ବେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଇନ୍‌କ୍ୟୁବେଟର୍‌ରେ ଥିବା ଧଳାବାଘ ଛୁଆଟି ଗତକାଲି ରାତିରେ ଆଖି ବୁଜିଛି। ଧଳାବାଘୁଣୀ ମୌସୁମୀର ଦ୍ବିତୀୟ ଗର୍ଭରୁ ଜନ୍ମ ନେଇଥିବା ଏହି ଛୁଆଟିର ମୃତ୍ୟୁ ପରେ ନନ୍ଦନକାନନରେ ଧଳାବାଘ ବଂଶବୃଦ୍ଧିକୁ ଏକ…

ବୁଲୁଛି ବାଘ : ଲଇକେରା ଅଞ୍ଚଳରେ ଦେଖିବାକୁ ମିଳିଛି ପାଦ ଚିହ୍ନ

ପୁଣି ମାତିଲା ବାଘ । ଝାରସୁଗୁଡ଼ା ଲଇକେରା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲଇକେରା ଓ ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳ ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କର୍ଲାଖମନ୍, ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ…

ଆତଙ୍କ ଖେଳାଉଛି ବାଘ

ନୂଆପଡା ଜିଲ୍ଲା କୋମନା ବ୍ଲକ ତୋରବୋଡ଼ ଅଞ୍ଚଳ ରେ ବାଘ ଲୋକେ ଆତଙ୍କିତ | ତୋରବୋଡ଼ ସ୍ତିତ ବିହନ ଉତ୍ପାଦନ କେନ୍ଦ୍ର ନିକଟ ଗୋଟିଏ ବାଘ ସହିତ ଦୁଇଟି ବାଘ ଛୁଆ ଦେଖିବାକୁ ପାଇଥିଲେ | କିଛି ସ୍ଥାନୀୟ ଲୋକେ ଆଜି ସକାଳୁ ଲୋକ ମାନେ ଯିବା ଆସିବା କରୁଥିବା ବେଳେ ଲୋକେ ବାଘ ମାନେ ତୃଣ ବିହନ

ନନ୍ଦନକାନନରେ ମହାବଳ ବାଘ ଆତଙ୍କ !

ଭୁବନେଶ୍ୱର: ନନ୍ଦନକାନନରେ ମହାବଳ ବାଘ ଆତଙ୍କ। ବାଘ ସଫାରୀର ପାଚେରୀ ଡେଇଁ ବାହାରିଗଲା ମହାବଳ ବାଘ ରାଜେଶ। ଏହି ଖବର ପ୍ରଚାରିତ ହେବା ପରେ ପର୍ୟ୍ୟଟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ତେବେ ସଫାରୀର କର୍ମଚାରୀଙ୍କ ଉଦ୍ୟମ ଫଳରେ ଧରାପଡିଥିଲା ମହାବଳ ରାଜେଶ। ସୂଚନା ମୁତାବିକ, ଆଜି ସକାଳେ