Odia News Portal

ଆତଙ୍କ ଖେଳାଉଛି ବାଘ

ନୂଆପଡା ଜିଲ୍ଲା କୋମନା ବ୍ଲକ ତୋରବୋଡ଼ ଅଞ୍ଚଳ ରେ ବାଘ ଲୋକେ ଆତଙ୍କିତ | ତୋରବୋଡ଼ ସ୍ତିତ ବିହନ ଉତ୍ପାଦନ କେନ୍ଦ୍ର ନିକଟ ଗୋଟିଏ ବାଘ ସହିତ ଦୁଇଟି ବାଘ ଛୁଆ ଦେଖିବାକୁ ପାଇଥିଲେ | କିଛି ସ୍ଥାନୀୟ ଲୋକେ ଆଜି ସକାଳୁ ଲୋକ ମାନେ ଯିବା ଆସିବା କରୁଥିବା ବେଳେ ଲୋକେ ବାଘ ମାନେ ତୃଣ ବିହନ କେନ୍ଦ୍ର ଦେଖିବାକୁ ପାଇଁ ପାଇଥିଲେ | ପରେ ତୋରବୋଡ଼ ଓ କୋମନା ପରେଷ୍ଟ କର୍ମଚାରି ଘଟଣ ସ୍ଥଲ ଙ୍କୁ ପହଂଚି ବାଘ ଙ୍କୁ ଜଗି ବସିଛି ଓ ଲୋକଙ୍କୁ ସଚେତନ କରୁଛନ୍ତି କୋମନା ପରେଷ୍ଟ |