Odia News Portal
Browsing Tag

titilagarh

ବଡ଼ଭାଇକୁ ହତ୍ୟା କଲା ସାନଭାଇ

ଟିଟିଲାଗଡ଼: ଭାଇ ହାତରେ ଗଲା ଭାଇର ଜୀବନ। ମୃତ ବାପାଙ୍କ ସରକାରୀ ଅନୁକମ୍ପା ମୂଳକ ରାଶିକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦର ଘଞ୍ଚ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା। ମୃତକ ଜଣକ ହେଲେ ସଞ୍ଜୟ ବେହେରା। …

ଟିଟିଲାଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ସୁନ୍ଦରଗଡ଼ ପରେ ଟିଟିଲାଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ବଲାଙ୍ଗୀରର ସାଢେ ୪ ଲକ୍ଷ ପରିବାରକୁ ଏହି ସ୍ମାର୍ଟ କାର୍ଡ ଦିଆଯିବ । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ବୋଲି…

ତିନିଜଣଙ୍କୁ ଆକ୍ରମଣ କଲା ମାନସିକ ବିକାର ଗ୍ରସ୍ତ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆନ୍ତର୍ଲା ଗ୍ରାମରେ ଜଣେ ବୃଦ୍ଧା ସମେତ ଦୁଇ ଜଣକୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର ଜୈନିକ ବୃଦ୍ଧା ବ୍ରାହ୍ମଣୀ ବାଗ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ଦେବଚନ୍ଦର…

ବାଇକରୁ ଜବତ ହେଲା ଗଞ୍ଜେଇ

ଟିଟିଲାଗଡ଼: ବାଇକରୁ ଜବତ ହୋଇଛି ଗଞ୍ଜେଇ । ଲକ ଡାଉନରେ ମାତିଛନ୍ତି ନିଶା ବେପାରୀ । ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମ ନିକଟରେ ଜାତୀୟ ରାଜପଥ ୫୯ରେ ଆଜି ସକାଳୁ ଦୁର୍ଘଟଣା ଗ୍ରସ୍ତ ଏକ ବାଇକରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି। ସ୍ଥାନୀୟଲୋକେ ଜଣକୁ ଧରି ପୁଲିସରେ ଜିମା…