Odia News Portal
Browsing Tag

tweeter

ଟ୍ୱିଟରରେ ପ୍ରୋଫାଇଲ ପିକଚର ବଦଳାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟ୍ୱିଟରରେ ନିଜର ପ୍ରୋଫାଇଲ ପିକଚର ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକକରଣ କ୍ଷେତ୍ରରେ ଭାରତର ଐତିହାସିକ ରେକର୍ଡ ପରେ ପ୍ରୋଫାଇଲ ପିକଚର ଚେଞ୍ଜ କରିଛନ୍ତି ମୋଦି । ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକାକରଣ ଶେଷ ହୋଇଛି। ଭାରତରେ ଇତିମଧ୍ୟରେ ୧୦୦ କୋଟି ଲୋକ…

ଅନଲକ ହେଲା ରାହୁଲଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ କଟକଣା ହଟିଛି । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । ଆକାଉଣ୍ଟ୍ ଲକ୍ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍କୁ ଅନଲକ୍ କରିଛି । ରାହୁଲଙ୍କ…

ଟ୍ୱିଟରର ଟ୍ରେଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟୋକିଓରେ ଭାରତୀୟ ହକି ଟିମର ବିଜୟ । ଟ୍ୱିଟରର ଟ୍ରେଣ୍ଡରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜର୍ମାନୀକୁ ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ହରାଇବା ପରେ ଏବେ ସମସ୍ତଙ୍କ ମୁହଁରେ ନବୀନଙ୍କ ନାଁ । ୪୧ ବର୍ଷ ପରେ ଭାରତ ଅଲମ୍ପିକରେ ପଦକ ପାଇଛି । ଜର୍ମାନୀକୁ ହରାଇ…

ବିଜେପି ନେତ୍ରୀ ଖୁସବୁଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ଚେନ୍ନାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡିଛି । ଖୁସବୁ ମଙ୍ଗଳବାର ତାମିଲନାଡୁ ପୁଲିସ ଡିଜିଙ୍କୁ ଭେଟି ଏତଲା ଦାଏର କରିଛନ୍ତି । ଉକ୍ତ ଆକାଉଣ୍ଟରେ ଖୁସ୍ବୁଙ୍କ ପ୍ରୋଫାଇଲ ନାମ…

ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କଲା ଟ୍ୱିଟର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କରୁ କଡ଼ା ଜବାବ ପରେ ଟୁଇଟର୍ ଇଣ୍ଡିଆ ଶେଷରେ ଭାରତରେ ଜଣେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଛି। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ବିନୟ ପ୍ରକାଶ ବର୍ତ୍ତମାନ ଭାରତରେ ଟୁଇଟର୍ ର ଅଭିଯୋଗ ନିବାରଣ ଅଧିକାରୀ ହେବେ।…

ଟ୍ୱିଟରରେ ପ୍ରଦର୍ଶିତ ଭାରତ ମାନଚିତ୍ରରେ ନାହିଁ ଜମ୍ମୁ-କାଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛଦିନ ହେବ ଲାଗି ରହିଛି କନ୍ଦଳ । ଏବେ ଟ୍ୱିଟରରେ ପ୍ରଦର୍ଶିତ ମାନନ୍ତ୍ରରେ ଜମ୍ମୁ-କାଶ୍ମୀର ଓ ଲଦାଖ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଟ୍ୱିଟରର ଏଭଳି…

ଆଇଟି ମିନିଷ୍ଟରଙ୍କ ଆକାଉଣ୍ଟକୁ ଘଣ୍ଟେ ପାଇଁ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା ଟ୍ୱିଟର । ଏନେଇ ରବିଶଂକର ପ୍ରସାଦ କହିଛନ୍ତି କି ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟ…

ଟିକା: ଟ୍ୱିଟର ୱାର, ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଆଜି ପରାଜିତା ଷଢ଼ଙ୍ଗୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା ଏବଂ କେନ୍ଦ୍ରର ସହଯୋଗ ଲୋଢ଼ିଥିଲା । ପ୍ରଧାନମନ୍ତ୍ରୀ…