Odia News Portal
Browsing Tag

ukraine russia war

ନାଟୋକୁ ଜେଲେନସ୍କିଙ୍କ ଚେତାବନୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ସୋମବାର ସକାଳେ ଚେତାବନୀ ଦେଇଛନ୍ତି। ସେ ନାଟୋ ଦେଶମାନଙ୍କୁ ଚେତାବନୀ ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ ଯଦି ନାଟୋ ଠିକ୍ ସମୟରେ ପଦକ୍ଷେପ ନ ନିଏ,…

ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର

ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର । ସରକାରଙ୍କ ଉଦ୍ୟମ କ୍ରମେ ମାତୃଭୂମିକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି କୋରାଇ ବ୍ଲକ ବିରୁହାଁପଡା ଓ ଛୋଟରାୟପୁର ଗାଁର ଡାକ୍ତରୀ ଛାତ୍ର ପ୍ରଳୟ କୁମାର ନାୟକ ଓ ଆତିଶ କୁମାର ପଣ୍ଡା । ୟୁକ୍ରେନର ଖାର୍କିଭ ନ୍ୟାସନାଲ ମେଡିକାଲ…

ୟୁକ୍ରେନର ସୁମିରୁ ଉଦ୍ଧାର ଭାରତୀୟ ଛାତ୍ରଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ପହଞ୍ଚିଲା

ଉତ୍ତର-ପୂର୍ବ ୟୁକ୍ରେନର ସୁମି ସହରରେ ଭାରତୀୟଙ୍କୁ ନେଇ ଏକ ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସକାଳେ ପୋଲାଣ୍ଡର ରଜୋଜୋରୁ ଦିଲ୍ଲୀରେ ପହଞ୍ଚିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏୟାର ଇଣ୍ଡିଆର ବିମାନ ଗୁରୁବାର ରାତି ପ୍ରାୟ ୧୧:୩୦ ରେଜୋରୁ ବିମାନ ଉଡ଼ାଣ କରି…

ଋଷ-ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା, ହୋଇପାରେ ଯୁଦ୍ଧ ବିରତି

ହେବ କି ଯୁଦ୍ଧ ବିରତି ? ଋଷ-ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା । ତୁର୍କୀର ଆଣ୍ଟାଲ୍ୟାରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦାଇମେତ୍ରୋ କୁଲେବା ଓ ଋଷ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭାରୋଭଙ୍କ ମଧ୍ୟରେ ଆଲୋଚନା ହୋଇଛି । ତୁର୍କୀ ମଧ୍ୟସ୍ଥତାରେ ୟୁକ୍ରେନ ଓ ଋଷ ମଧ୍ୟରେ ଶାନ୍ତି…

ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ

ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ ଭେରୋନିକା ଡିଡୁସେନକୋ । ନିଜର ୭ ବର୍ଷର ପୁଅକୁ ଧରି କିଭ ଛାଡିଛନ୍ତି ଭେରୋନିକା ।ଭେରୋନିକା ୨୦୧୮ରେ ୟୁକ୍ରେନ ସୁନ୍ଦରୀର ମୁକୁଟ ପିନ୍ଧିଥିଲେ । ଭେରୋନିକା କହିଛନ୍ତି, ‘ସେ ଓ ତାଙ୍କ ୭ ବର୍ଷର ପୁଅ ଆକ୍ରମଣର ପୂର୍ବଦିନ ଆକାଶ ପଥରେ ଯୁଦ୍ଧ ସାଇରନ୍‌…

ଓଡିଶା ଫେରିଛନ୍ତି ଆଉ ୬୫ ଛାତ୍ରଛାତ୍ରୀ

ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି । ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ…

ଋୁଷ କବଳରେ ନ୍ୟୁକ୍ଲିୟର ପାୱାର ପ୍ଲାଂଟ

ୟୁକ୍ରେନରେ ଋଷର ଆକ୍ରମଣ ଜୋରଦାର ହୋଇଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର…

ଖାରକିବ୍‌ରେ ଲଗାତାର ବାଜୁଛି ଡେଞ୍ଜର ସାଇରନ୍

ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଁଞ୍ଚିଛି । ଏବଂ ଭୟଙ୍କର ହେବାରେ ଲାଗିଛି ଆକ୍ରମଣ । ଏହାରି ଭିତରେ ଖାରକିବ୍ ରୁ ଆସିଛି ବଡ ଖବର । ଏଠାରେ ଭାରତୀୟ ଛାତ୍ରଙ୍କୁ ଟ୍ରେନରେ ଚଢିବାକୁ ଦିଆଯାଉନାହିଁ । ତାଙ୍କୁ ଅଟକାଇଦିଆଯାଉଛି । ଖାରକିଭରେ ଏବେ ବି ହଜାରେରୁ ଅଧିକ ଭାରତୀୟ…

ଖାଇବା ତେଲ ଦର ଆକାଶ ଛୁଆଁ

ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ଓଡିଶାରେ ପ୍ରଭାବ । ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ । ସନଫ୍ଲାୱାର ତେଲ ବି ଆକାଶ ଛୁଆଁ । ସପ୍ତାହକ ମଧ୍ୟରେ ସରିଯିବ ଷ୍ଟକ ରହିଥିବା ତେଲ । ଆମଦାନୀ ନହେଲେ ସ୍ଥିିତି ସଙ୍ଗୀନ ହେବ । ଓଡିଶାକୁ ଦୈନିକ ଦେଢ ହଜାରରୁ ୨ ହଜାର ଟନ୍ ଆମଦାନୀ ହୁଏ ।…

ଭାରତୀୟ ବୋଲି ଜାଣିବା ପରେ ପିଟୁଛନ୍ତି ଯୁକ୍ରେନ ସେନା

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ନିର୍ଯାତନା । ୟୁକ୍ରେନରୁ ଭାରତ ଫେରିବା ପରେ ଏମିତି ନିର୍ଯାତନାର କାହାଣୀ କହିଛନ୍ତି ଭାରତୀୟ ଛାତ୍ର । ୟୁକ୍ରେନରୁ ରୋମାନିଆ ଆସିବା ବେଳେ ସୀମାନ୍ତରେ ୟୁକ୍ରେନ ସେନା ଭାରତୀୟ ବୋଲି ଜାଣିବା ପରେ ନିର୍ଯାତନା ଦେଉଛନ୍ତି । ତାହାକୁ ଆଣ୍ଠେଇ ଦେଉଛନ୍ତି,…