Odia News Portal
Browsing Tag

ukraine russia war

ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌:ଏବେ ଟାର୍ଗେଟ୍‌ରେ ଆବାସିକ ଅଞ୍ଚଳ

କିଭ୍‌ ଓ ଖାରକିଭ୍‌ ସହରରେ ଋଷର ଆକ୍ରମଣ । ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌ । କିଭରେ ଟିଭି ଟାଓ୍ୱାର ଋଷ ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ହୋଲୋକଷ୍ଟ ମେମୋରିଆଲ ଉପରେ ବି ଋଷର ଆକ୍ରମଣ । ଖାରକିଭରେ ମଧ୍ୟ ଋଷର ପ୍ରଚଣ୍ଡ ଆକ୍ରମଣ । …

ଆଜି ବେଲାରୁସ ବୈଠକ

ଆଜି ବେଲାରୁସରେ ହେବ ବୈଠକ । ଋଷ୍ ଓ ୟୁକ୍ରେନ ପ୍ରତିନିଧି ଦଳ କରିବେ ଆଲୋଚନା ।ତୁରନ୍ତ ଯୁଦ୍ଧ ବିରତି ଏବଂ ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର ଆଲୋଚନାର ମୁଖ୍ୟ ପ୍ରସଙ୍ଗ – ୟୁକ୍ରେନଆମେ ୟୁକ୍ରେନ ସହ ଚୁକ୍ତିନାମା କରିବାକୁ ଚାହୁଁଛୁ – ଋଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ ।ଋଷ୍ ସହ ଯୁଦ୍ଧ…

ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନ୍‌ରୁ ଫେରିବେ ମେଡିକାଲ ଛାତ୍ର ଛାତ୍ରୀ

ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସରକାରଙ୍କ ଉଦ୍ଧାର ଯୋଜନାର ଏକ ଅଂଶ ଭାବରେ ଏୟାର ଇଣ୍ଡିଆ ରୋମାନିଆର ରାଜଧାନୀ ବୁଖାରେଷ୍ଟକୁ ଦୁଇଟି ବିମାନ ପଠାଇବାକୁ ଯୋଜନା କରିଛି। ସେହି ବିମାନରେ ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯିବ। ଆଜି ଏହି ଦୁଇଟି ବିମାନ ଉଡ଼ାଣ…