Odia News Portal
Browsing Tag

vaccination in odisha

କରୋନା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ଆହ୍ୱାନ୍ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆମ ଦେଶ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । ସରକାର ଏକୁଟିଆ ଚାହିଁଲେ ସବୁ କରିଦେବେ ସେମିତି ଭାବିବା ଭୁଲ୍‌ । ଏଣୁ ସମାଜର ବର୍ଗର ଲୋକ ମିଶି କରୋନା ବିରୋଧରେ ଲଢେଇ କରିବାକୁ ପଡିବ । ଏହାକୁ ଏକ ଜନ ଆନ୍ଦାଳନରେ ପରିଣତ କରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟେମଣ୍ଟକୁ…

ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି ।ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନଥିବାରୁ ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କଟକ, ଦେବଗଡ, କେନ୍ଦୁଝର, କୋରାପୁଟ,ସୋନପୁରରେ , ରାୟଗଡା, ବାଲେଶ୍ୱର, ବରଗଡ,…

ବିଳମ୍ବିତ ହେବ ଟିକାକରଣ !

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ଟିକାକରଣ ସାମାନ୍ୟ ବିଳମ୍ବିତ ହୋଇପାରେ । ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ କୋୱିନ…

ସୀମାନ୍ତ ଜିଲ୍ଲାରେ ଶନି ଓ ରବି ଟିକାକରଣ ବନ୍ଦ

ଭୁବନେଶ୍ବର : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ…

ସାରା ଦେଶରେ ଟିକାକରଣ

ନୂଆଦିଲ୍ଲୀ : ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଟିକା ଦିଆଯାଇଛି । କେନ୍ଦ୍ର…

ଟିକାକରଣ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି ହୋଇଛି। ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ, ହସ୍ପିଟାଲରେ ଆଡମିଟ୍‌ ଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ। ଏହାସହ ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ…