Odia News Portal
Browsing Tag

vigilance

ଲାଞ୍ଚ ନେଇ ବନ୍ଧାହେଲେ ଜେଇ

ଗଞ୍ଜାମ: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗଂଜାମ ଜିଲ୍ଲା ଆସିକ। ସ୍ଥିତ ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଶ୍ୱର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ବୁଗୁଡା ବ୍ଲକର ନଦୀରେ ଏକ ପ୍ରକଳ୍ପ କାମର ବିଲ ପାସ…

କୁବେର ଅଙ୍ଗନୱାର୍ଡି ଦିଦିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ କୁବେର ଦିଦି । ଅଙ୍ଗନୱାର୍ଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ରାଜଧାନୀ ଉପକଣ୍ଠ କୋରଡକଣ୍ଟାଠାରେ ଅଙ୍ଗନବାଡି କେନ୍ଦ୍ରରେ ଜଣେ କର୍ମୀ ଭାବରେ କାର୍ୟ୍ୟ କରୁଥିବା କବିତା ମଥାନଙ୍କ ଘର ଉପରେ ଭିଜିଲାନ୍ସ ଚଢଉ ଚାଲିଛି। ଏଥିରେ ଭିଜିଲାନ୍ସର ୬ଟି ଦଳ ସାମିଲ…

ଭିଜିଲାନ୍ସ ପଞ୍ଝାରେ ତିହିଡ଼ି ବ୍ଲକ କିରାଣୀ

ଭଦ୍ରକ: ଭିଜିଲାନ୍ସ ଜାଲରେ ତିହିଡ଼ି ବ୍ଳକ୍ କିରାଣୀ । ପ୍ରଭାକର ପ୍ରଧାନଙ୍କ ଅଫିସ ଓ ଘରେ ଚାଲିଛି ଭିଜିଲାନ୍ସ ରେଡ଼ । ଭିଜିଲାନ୍ସର ଗୋଟିଏ ଟିମ୍ ତିହିଡ଼ି ବ୍ଲକ୍ରେ ଚଡ଼ାଉ କରୁଥିବାବେଳେ ଅନ୍ୟ ଟିମ୍ଟି ବାଲେଶ୍ୱର ନିଳିଆବାଗ ସ୍ଥିତ ପ୍ରଭାକରଙ୍କ ଘରେ ଯାଞ୍ଚ ଚଳାଇଛି । କିରାଣୀ ପ୍ରଭାକର…

ଭିଜିଲାନ୍ସ ପଞ୍ଝାରେ ପିଇଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଚଲକି ପଞ୍ଚାୟତ ପିଇଓ । ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱମ୍ଭରଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଡିଏସପି ସଦାନନ୍ଦ…

ଭିଜିଲାନ୍ସ ପଞ୍ଝାରେ ବିଜେପୁର ବିଡିଓ

ବରଗଡ଼: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ । ଗାଡ଼ିରେ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ନେଇ ଯାଉଥିବା ବେଳେ ବିଡିଓଙ୍କୁ ଧରିଛି ଭିଜିଲାନ୍ସ । ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି ।…

ଭିଜିଲାନ୍ସ ପଞ୍ଝାରେ ମୁରିବାହାଲ ଏବିଇଓ

ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁରିବାହାଲ ଏବିଇଓ ଦେବରାଜ ଦାସ ସୋମବାର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ବିଭାଗୀୟ ପ୍ରୋସିଡିଂ ବନ୍ଦ କରିବା ପାଇଁ ଏବିଇଓ ଦାଶ ଚାଉଳକୁକୁଡ଼ା ଗ୍ରାମର ଶିକ୍ଷକ ବୈବୃତ…

ଜମି ଦୁର୍ନୀତି ମାମଲାରେ ୬ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆକ୍ସନ ମୁଡରେ ଭିଜିଲାନ୍ସ । ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଚାଲିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହି ଚଢାଉରେ ଜଣେ ଏଏସ୍‌ପି, ୧୧ ଡିଏସ୍‌ପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।…

ଭିଜିଲାନ୍ସ ପଞ୍ଝାରେ ବନପାଳ

ବରଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ବନପାଳ ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ଚଢ଼ାଉ କରି…

ଭିଜିଲାନ୍ସ ପଞ୍ଝାରେ ଡିଭିଜନାଲ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଡିଭିଜନାଲ ଆକାଉଣ୍ଟାଣ୍ଟ । ନବରଙ୍ଗପୁର ଜିଲ୍ଲା ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁମିତ କୁମାରଙ୍କୁ ଧରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁମିତଙ୍କୁ ଧରିନେଇଛି ଭିଜିଲାନ୍ସ । ଏହା ସହ ଲାଞ୍ଚ ନେଉଥିବା…

ଭିଜିଲାନ୍ସ ପଞ୍ଝାରେ ପିଇଓ

ଢ଼େଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରେଜୋଳି ପଂଚାୟତର ପିଇଓ ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସେ ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିଲା ବେଳେ ଆୟ ବହିର୍ଭୁତ…