Odia News Portal
Browsing Tag

viral video

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା

ଲକ୍ଷ୍ନୌ: ଜଣେ ଯୁବକ ପାଇଁ ଦୁଇ ଯୁବତୀ ପିଟାପିଟି। ଉଭୟେ କହୁଛନ୍ତି ଯୁବକ ଜଣକ ତାଙ୍କ ପ୍ରେମିକ। ଜଣେ ପ୍ରେମିକଙ୍କ ପାଇଁ ବିଚ୍‌ ରାସ୍ତାରେ ଦୁଇ ପ୍ରେମିକା ମାରପିଟ୍‌ ଲାଗୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି…

ଭାଇରାଲ ହେଉଛି ମାତାଲ ଡାକ୍ତରଙ୍କ ଭିଡିଓ

ଢେଙ୍କାନାଳ : ନିଶାଶକ୍ତ ଅବସ୍ଥାରେ ଡାକ୍ତର ବାବୁ । ଡାକ୍ତରଖାନା ଭିତରେ ମାତାଲ ହୋଇପଡ଼ିଛନ୍ତି ଡାକ୍ତର ବାବୁ । ବାହାରେ ଅପେକ୍ଷା କରିଛନ୍ତି ରୋଗୀ । ଆଉ କାମ ଚଳାଉଛନ୍ତି ଆୟୁଷ ଡାକ୍ତର । ଖାଲି ସେତିକି ନୁହେଁ ଘଣ୍ଟ ଘୋଡାଇବାକୁ ସିକ୍ୟୁରିଟି ଗାର୍ଡ଼ ବି ରେଡି । ଏହି ଦୃଶ୍ୟ ଦେଖିବାକୁ…

ଭାଇରାଲ ହେବାରେ ଲାଗିଛି ମାତାଲି ଯୁବତୀଙ୍କ କାରନାମା

ଭୁବନେଶ୍ୱର: ମାତାଲି ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ନିଶାରେ ଚୁର ଯୁବତୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟିଏ ହାତରେ ସିଗାରେଟ୍ । ରାସ୍ତା ମଝିରେ ହଙ୍ଗାମା ଆଉ ଲୋକଙ୍କୁ ଖରାପ ଭାଷାରେ ଗାଳି । ବେଶ କିଛି ସମୟ ଧରି ଚାଲିଥିବା…

ପ୍ରେମିକାର ଭିଡିଓ ଭାଇରାଲ କରାଇବା ଅଭିଯୋଗରେ ପ୍ରେମିକ ଗିରଫ

ଗଞ୍ଜାମ: ନାବାଳିକାକୁ ପ୍ରେମ ଜାଲରେ ଫସାଇଲା । ଅପହରଣ କରି ନେଇ କିଛିଦିନ ପାଖରେ ରଖିଲା । ଶେଷରେ ଝିଅର ପରିବାର ଲୋକେ ଉଦ୍ଧାର କରିଥିଲେ । ଆଉ ଏବେ ପ୍ରେମିକାର କିଛି ଅଶ୍ଲୀଳ ଭିଡିଓ ଭାଇରାଲ କରାଇବା ଲାଗି ଧମକ ଦେଉଥିଲା । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ…

ସର୍ବସମ୍ମୁଖରେ ପିଟାପିଟି ହେଲେ ଯୁବକ ଯୁବତୀ, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର: ପ୍ରଥମେ ଦୁଇଜଣ ଯୁବକ ଓ ଦୁଇଜଣ ଯୁବତୀଙ୍କ ମଧ୍ୟରେ କିଛି କଥା କଟାକଟି ହୋଇଛି । ପରେ ପିଟାପିଟି ହୋଇଛନ୍ତି । ବିହାରର ଏକ ଭାଇରାଲ ଭିଡିଓ ଏବେ ସୋସୀଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଜଣେ ଯୁବତୀ ଜଣେ ଯୁବକଙ୍କୁ ବାଡ଼ିରେ ଥିଲେ । ପରେ ଦୁଇଜଣ ଯୁବକ ମିଶି ସେମାନଙ୍କୁ…

କରୋନାକୁ ନେଇ କୁନି ଝିଅଟି କହିଲା ଏମିତି କଥା, ଭାଇରାଲ ହେଉଛି ଭିଡିଓ …

ଭୁବନେଶ୍ବର() କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । କରୋନା ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ ହୋଇଛି । ଏହି ଭିତର ଭାଇରାଲ ହେବାରେ ଲାଗିଛି କୁନି ଝିଅ ରୁହିର କରୋନା ନେଇ ସଚେତନର ବାର୍ତ୍ତା । ଏହି…

କରୋନା ନେଇ କୁନି ପିଲାଟିଏ କହିଲା ଏମିତି କଥା, ଭିଡିଓ ଭାଇରାଲ

ଭୁବନେଶ୍ବର() କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । କରୋନା ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ ହୋଇଛି । ଏହି ଭିତର କରୋନା ନେଇ ସଚେତନର ବାର୍ତ୍ତା ଦେଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ…

ପୋଷ୍ଟ ହେଉ ହେଉ ୯ ଲକ୍ଷ ଲୋକ ଦେଖିସାରିଲେଣି, ଦେଖନ୍ତୁ ଭିଡିଓ

ମୁମ୍ବାଇ()ସୁସ୍ମିତା ସେନ୍ଙ୍କ ଏକ ପ୍ରାକ୍ଟିସ୍ ଭିଡିଓ ଏବେ ଇଂଷ୍ଟାରେ ଖୁବ୍ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ ହେବା ପରଠାରୁ ଏପର୍ୟ୍ୟନ୍ତ ୯ ଲକ୍ଷରୁ ଅଧିକ ଫଲୋର୍ସ ଦେଖିସାରିଲେଣି। ଭିଡିଓରେ ସୁସ୍ମିତା ତାଙ୍କ ଦୁଇ ଝିଅଙ୍କୁ ନାଚ ଶିଖାଉଥିବାର ଦେଖାଯାଇଛି। ଏଥିରେ ସୁସ୍ମିତା ନିଜେ ପ୍ରାକ୍ଟିସ୍…

୩ କୋଟିରୁ ବି ଅଧିକ ଦେଖା ଯାଇଥିବା ଭିଡିଓ, ଜାଣନ୍ତୁ

ନୂଆଦିଲ୍ଲୀ () ଭୋଜପୁରି ସିନେମା ଜଗତର ସୁପରଷ୍ଟାର ପବନ ସିଂ ଓ ଅଭିନେତ୍ରୀ ଆମ୍ରପାଲି ଦୁବେ ଲମ୍ବା ସମୟ ପରେ ସିନେମାରେ ଏକା ସାଙ୍ଗେ ନଜର ଆସିଥିଲେ । ଫିଲ୍ମ ‘ମେନେ ଉନକୋ ସଜନା ଚୁନ ଲିଆ’ ରେ ଦୁହେଁ କେବଳ ଗୋଟିଏ ଗୀତ ‘ଭତାର କୋ ଭୁଲ ଜାଓଗେ’ ନଜର ଆସିଥିଲେ । ସେହି ଗୀତରେ ଦୁହେଁ ମିଶି…