Odia News Portal
Browsing Tag

war

ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା।…

ଯୁଦ୍ଧର ଦ୍ୱିତୀୟ ଦିନରେ ଋଷର ପ୍ରସ୍ତାବ

ଲଢ଼େଇ ଆରମ୍ଭ ପରେ ବଦଳୁଛି କି ପୁଟିନଙ୍କ ମନ ? ଦୁଇ ଦିନର ଯୁଦ୍ଧରେ ୟୁକ୍ରେନରେ ବିପୁଳ କ୍ଷୟକ୍ଷତି ଘଟାଇଛି ଋଷ । ଋଷ ସେନାର ଘନ ଘନ ଆକ୍ରମଣରେ ଅନେକ ପ୍ରାଣ ହରାଇଛନ୍ତି । ଆକ୍ରମଣ ଏବେବି ଜାରି ରହିଥିବା ବେଳେ ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍ ଆଗରେ ପ୍ରସ୍ତାବ ରଖିଛି ଋଷ । ଋଷ ବୈଦେଶିକ…

କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ

ନାଟୋ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନର ସାମିଲ ହେବା ଉଦ୍ୟମକୁ ଦୀର୍ଘବର୍ଷ ଧରି ବିରୋଧ କରି ଆସୁଛି ଋଷିଆ । ଋଷିଆର ଯୁକ୍ତି ହେଉଛି, ଏହାଦ୍ବାରା ୟୁକ୍ରେନ ୟୁରୋପୀୟ ରାଷ୍ଟ୍ରଗୁଡିକ ହାତରେ ଏକ ଖେଳଣା ହୋଇଯିବ । ନାଟୋ ହେଉଛି 30 ଟି ରାଷ୍ଟ୍ରଙ୍କ ଏକ ସଂଗଠନ, ଯେଉଁଥିରେ ପରପ୍ସର ସାମରିକ ସହାୟତା…

ଯୁଦ୍ଧ ହେଲେ ଭାରତ ଉପରେ କଣ ପ୍ରଭାବ ପଡିବ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢି ଚାଲିଥିବାରୁ ଏହାର ପ୍ରଭାବ ନେଇ ବିଶ୍ବବ୍ୟାପୀ ଚିନ୍ତା ବଢିଛି । ତେବେ ଯଦି ଯୁଦ୍ଧ ହୁଏ, ଭାରତୀୟ ବଜାରରେ ଏହାର କି ପ୍ରଭାବ ପଡିବ, ସେ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବିଶେଷକରି ତୈଳ କ୍ଷେତ୍ରକୁ ଏହା ପ୍ରଭାବିତ କରିବାର ସମ୍ଭାବନା…

ଟିକା: ଟ୍ୱିଟର ୱାର, ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଆଜି ପରାଜିତା ଷଢ଼ଙ୍ଗୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା ଏବଂ କେନ୍ଦ୍ରର ସହଯୋଗ ଲୋଢ଼ିଥିଲା । ପ୍ରଧାନମନ୍ତ୍ରୀ…