Odia News Portal

ୟୁକ୍ରେନର ଏକାଧିକ ସହର ଉପରେ ମିଜାଇଲ ଆକ୍ରମଣ,୭ ମୃତ ୯ ଆହାତ

ରୁଷିଆ ଆକ୍ରମଣରେ ୭ ମୃତ , ୯ ଆହତ । ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା । ୟୁକ୍ରେନର ଏକାଧିକ ସହର ଉପରେ ମିଜାଇଲ ଆକ୍ରମଣ ।