Odia News Portal
Browsing Tag

wtc

ଟେଷ୍ଟ ଚାମ୍ପିୟନସିପ୍ ଜିତିଲେ ଭାରତକୁ ମିଳିବ ଏତିକି ଟଙ୍କା

ସାଉଥମ୍ପଟନ୍‌: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ଚାମ୍ପିୟନସିପ । ଫାଇନାଲରେ ପ୍ରବେଶ କରିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଆଇସିସି ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦଳ ଟାଇଟଲ ହାସଲ କରିବ…

ଏହି ଖେଳାଳୀଙ୍କ ସ୍ଥାନରେ ଖେଳିପାନ୍ତି ସିରାଜ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବା ଲାଗି ଇଂଲଣ୍ଡ ଗସ୍ତରେ ଅଛି ଟିମ୍ ଇଣ୍ଡିଆ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖୋଳଯିବାକୁ ଥିବା ମ୍ୟାଚରେ ସାମ୍ଭବ୍ୟ ୧୧ଜଣିଆ ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଇଂଲଣ୍ଡରେ ଏବେ ଥଣ୍ଡା ପଡୁଥିବାରୁ ପେସରଙ୍କୁ…