Odia News Portal

ବାପାକୁ ଟ୍ରଲିରେ 35 କିଲୋମିଟର ବୋହିଲା ଝିଅ

ଫୋନ ନଥିବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିପାରିନଥିଲା ଝିଅ

ନଦୀ ଗାଁ ରୁ ଧାମନଗର ତାପରେ ଭଦ୍ରକ ମେଡିକାଲ କୁ ଆଣିଥିଲା ଝିଅ l