Odia News Portal

ବିଧାନସଭାରେ ନବ ଦାସ ଭୂତ

ଗୃହରେ ଆଜି ପର୍ଯ୍ୟନ୍ତ ନବ ଦାସ ହତ୍ୟା ମାମଲାର ପ୍ରସଙ୍ଗ ଆରମ୍ଭରୁ ହଟ୍ଟଗୋଳ ହୋଇ ଗୃହ ମୁଲତବି ରହୁଥିଲା । ଆଜି ପ୍ରଥମ ଥର ପାଇଁ ସୁରୁଖୁରୁରେ ଏହି ପ୍ରସଙ୍ଗ ଆଲୋଚନା ହୋଇଥିଲା । ଏହା ଶୁଣି ବିରୋଧିଙ୍କ ହୋହାଲ୍ଲା ।