Odia News Portal
Monthly Archives

April 2019

ମିଡିଆ ସାମ୍ନାରେ ବ୍ରେକଅପ ବିଷୟରେ ଖୋଲିକି କହିଲେ କଟ୍ରିନା

ଅଭିନେତ୍ରୀ କଟ୍ରିନା କୈଫ ନିଜ ପ୍ରେମସଂପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି। ଏପରିକି ତାଙ୍କର ଶେଷ ଫିଲ୍ମ ଜିରୋରେ ସେ ଏକ ବ୍ରେକ ହୋଇଥିବା ମହିଳାର ଚରିତ୍ର ତୁଲାଇଥିଲେ। ଯାହାକି ବାସ୍ତବରେ ତାଙ୍କ ଜୀବନ ବୋଲି ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ। କଟ୍ରିନା କୈଫଙ୍କର ଅଭିନେତା ରଣବୀର…

ଇସିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ । ନିର୍ବାଚନ କମିଶନଙ୍କୁ ଭେଟିବା ପରେ ନବୀନ କହିଛନ୍ତି କି, ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ ହୋଇଛି । ବାତ୍ୟା ‘ଫୋନି’ରେ କେନ୍ଦ୍ରାପଡ଼ା ଜିଲ୍ଲା ବେଶ୍ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ…

ମଦ ନେଲା ୬ ଜୀବନ

ମଦ ନେଲା ୬ ଜୀବନ । ବିଷାକ୍ତ ମଦ ପିଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ତିହିଡି ଥାନା ଦୌଲତପୁର ଓ ଯଶିପୁର ଗାଁରେ ଏହି ଘଟଣା ଘଟିଛି। ଏହାସହ ୩୦ ଗୁରୁତର ଅଛନ୍ତି । ସେମାନଙ୍କୁ ଭଦ୍ରକ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ୨ଜଣ ଓ ବାଟରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩…

ଅନୁଭବଙ୍କୁ ହତ୍ୟା ଧମକ

ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ ମେସେଜରେ ଅନୁଭବ ମହାନ୍ତି କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଘାଟ ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି । ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ୍ରେ ମେସେଜ୍ କରି…

ତିନି ଜଣ ମୋଦିଙ୍କ ପାଇଁ ଦେଶରୁ ରୋଜଗାର ବନ୍ଦ ହୋଇଗଲା: ସିଦ୍ଧୁ

କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପୁଣି ଏକ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏଥରର ବିବାଦୀୟ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ। ଭୋପାଳରେ କଂଗ୍ରେସ ପାଇଁ ପ୍ରଚାରରେ ଯାଇଥିବା ସିଦ୍ଧୁ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଯେବେ ମୁଁ ଯୁବକ ଥିଲି, ଛକା ମାରିବା ସମୟରେ ବଲ୍…

ନାମାଙ୍କନପତ୍ର ଦାଖଲ କଲେ ସାବିତ୍ରୀ

କେନ୍ଦ୍ରାପଡ଼ା()  ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବେଦ ପ୍ରକାଶଙ୍କ ପରଲୋକ ପରେ ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପାଟକୁରା ଆସନ ପାଇ ତାଙ୍କ ନାଁ ଘୋଷଣା କରିଥିଲେ। ଏହି ଆସନ ପାଇଁ ବିଜେପି ପକ୍ଷରୁ ବରିଷ୍ଠ ନେତା…

‘ଫୋନି’ ପାଇଁ ନିର୍ବାଚନ ଘୁଞ୍ଚାଇବାକୁ ନବୀନ କରିବେ ଅନୁରୋଧ

ନୂଆଦିଲ୍ଲୀ () ବାତ୍ୟା ଫନି ପାଇଁ ପାଟକୁରା ନିର୍ବାଚନକୁ ଘୁଞ୍ଚାଇବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ଫନି ଆସନ୍ତା 1ରୁ 4 ତାରିଖ ମଧ୍ୟରେ ଓଡିଶା ଉପକୂଳ ଅତିକ୍ରମ…

ଓଡିଶା ପାଇଁ ବିପଦ, ମାଡିଆସୁଛି ଫୋନୀ

ଓ଼ଡିଶା ମୁହାଁ ବାତ୍ୟା ଫୋନୀ ।ତିନି ତାରିଖ ରାତି କିମ୍ବା ୪ ତାରିଖ ସକାଳେ ଏହା ପୁରୀର ସାତପଡ଼ା-ଚନ୍ଦ୍ରଭାଗା ମଧ୍ୟରେ ମାଡ଼ ହେବାର ସମ୍ଭାବନା ରହିଛି । ମେ’ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ରାତି…

ଶ୍ରଦ୍ଧା ବାଛିଲେ ଜୀବନସାଥୀ, ଏହି ବଡ ହସ୍ତୀ ଙ୍କର ସହ ହେବାକୁ ଯାଉଛି ବାହାଘର

ବଲିଉଡ ରେ ପ୍ରତୋକ କଳାକାର ସର୍ବଦା କୌଣସି ନା କୌଣସି ଘଟଣା କୁ ନେଇ ଚର୍ଚା ରେ ରହିଥାନ୍ତି । କେହି ନିଜ ର କଳା ର ଦକ୍ଷତା ପାଁଇ ଚର୍ଚା ରେ ରହିଥାନ୍ତି ତ କେହି ନିଜ ର ସୁନ୍ଦରତା ପାଁଇ ଚର୍ଚା ରେ ରହିଥାନ୍ତି । କିନ୍ତୁ ଆଉ କିଛି ନିଜ ର ବ୍ୟକ୍ତିଗତ ସମସ୍ୟା କୁ ନେଇ ମଧ୍ୟ ଚର୍ଚା ରେ…

Supreme Court admits NALCO’s petition

Bhubanewsar : National Aluminium Company Ltd. (NALCO) is a Navratna company and India’s largest producer of Alumina, the main raw material for manufacturing of Aluminium Metal. It uses India’s rich bauxite resources to produce and export…