Odia News Portal
Monthly Archives

April 2019

ସାବିତ୍ରୀ ଅଗ୍ରୱାଲ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ

ଭୁବନେଶ୍ବର : ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ କିଏ ହେବ ପ୍ରାର୍ଥୀ ତାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବେଦୁଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେଡି…

ମୋଦିଙ୍କ ବିପକ୍ଷରେ ଲଢିବେ ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂର

ଲକ୍ଷ୍ନୌ : ସୀମା ସୁରକ୍ଷାବଳଙ୍କୁ ଦିଆଯାଉଥିବା ନିମ୍ନମାନର ଭୋଜନ ଭିଡିଓ ଭାଇରାଲ କରି ଚାକିରୀରୁ ବରଖାସ୍ତ ହୋଇଥିବା  ଜବାନ ତେଜବାହାଦୂର ଯାଦବଙ୍କ ସମର୍ଥନରେ ଆସିଛନ୍ତି ଉତ୍ତରପ୍ରଦେଶର ସପା ଓ ବସପା ମେଣ୍ଟ। ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢିବା ପାଇଁ…

ଚତୁର୍ଥ ପର୍ଯ୍ୟାୟ ଭୋଟ୍ : ନେତା, ରାଜନେତାଙ୍କ ସହ ସେଲିବ୍ରିଟି ମଧ୍ୟ ଦେଲେ ଭୋଟ, ଆସନ୍ତୁ ଦେଖିବା କିଛି ଝଲକ

ନୂଆଦିଲ୍ଲୀ  : ଚତୁର୍ଥ ପର୍ଯ୍ୟାୟ ପାଇଁ ୯ଟି ରାଜ୍ୟର ମୋଟ୍ ୭୨ ଟି ଲୋକସଭା ଆସନ ପାଇଁ ପଡିଛି ଭୋଟ୍ । କଡା ସୁରକ୍ଷା ମଧ୍ୟରେ ଭୋଟିଂ ହୋଇଥିଲେ ବି ଏଥର ପାଖାପାଖି ୩ଶହ ଇଭିଏମ୍ରେ ତ୍ରୁଟି କାରଣରୁ ମତଦାନ ବିଳମ୍ବରେ ହୋଇଥିଲା । ଅମିତାଭ, ଅମିର ଖାନ, ସଲମାନ୍ ଖାନ୍, ହେମା ମାଳିନୀଙ୍କ ଭଳି…

ବିଦ୍ୟା ବାଲନଙ୍କ ନୂଆ ଗାଡ଼ି : ଭାଇରାଲ ହେଲା ଫଟୋ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ପରଦାରେ କମ ଦେଖାଯାଉଛନ୍ତି କାରଣ ସେ ତାଙ୍କ ତେଲୁଗୁ ପ୍ରୋଯେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ଦର୍ଶକଙ୍କ ମଧ୍ୟରେ ସେ ତାଙ୍କ ବୋଲ୍ଡ ଚରିତ୍ର ପାଇଁ ଚର୍ଚ୍ଚିତ। ଡ଼ାର୍ଟି ପିକ୍ଚରରୁ ଫେମସ ହୋଇଥିବା ବିଦ୍ୟା ବାଲନ ଆଜି ଯାଏଁ ନିଜ ହଟ୍‌ ଓ ସେକ୍ସି…

ଅତ୍ୟଧିକ ପ୍ରଚାର ପ୍ରସାର ସାଇଡ ଇଫେକ୍ଟସ ନିର୍ବାଚନ ୨୦୧୯ ଵିଷୟରେ ଆସନ୍ତୁ ଜାଣିବା

ଭୁବନେଶ୍ବର : ( ଚକ୍ରଧର ମାଝି )  ରାଜ୍ୟରେ ନିର୍ବାଚନର ପ୍ରଚାର ପର୍ବ ଶେଷ ହୋଇଛି । ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ସମର୍ଥକଙ୍କୁ ସାଥିରେ ନେଇ ବିରାଟ ରାଲି, ରୋଡ ଶୋ ଓ ଶୋଭାଯାତ୍ରା ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିଛନ୍ତି । ପରିଣାମ କଣ…

ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା

ସନ୍ଧ୍ୟା ୬ଟା ୪୫ ମଧ୍ୟରେ ରାଜ୍ୟର ୪ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ରାୟଗଡ଼ା, କନ୍ଧମାଳ, ଗଜପତି ଓ…

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ ବୈଜୟନ୍ତ

କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି । କେନ୍ଦ୍ରାପଡ଼ାରେ ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ ରହିଛି । ଆଜି ବି ବିଜେପି ପାଇଁ ସୋସିଆଲ ମିଡ଼ିଆରେ ପ୍ରଚାର ଜାରି ରହିଛି । ସାଇଲେନ୍ସ ପିରିୟଡ଼ ଚାଲିଥିବା ବେଳେ ଲୋକଙ୍କ ପାଖକୁ ଏକ…

ମାଡିଆସୁଛି ସାମୁଦ୍ରିକ ଝଡ଼ ‘ଫାନୀ’

ବାତ୍ୟା ‘ଫାନି’ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ବାତ୍ୟା ‘ଫାନି’ ଆନ୍ଧ୍ର ମଛଲିପଟନମ୍ଠାରୁ ୧୨୩୦ କିମି ଦୂରରେ ରହିଛି । ଓଡିଶାରୁ ପ୍ରାୟ ୧୫୦୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି ବାତ୍ୟା ‘ଫାନି’ ।୧ ତାରିଖ ସୁଦ୍ଧା…

କ୍ରିମିନାଲ୍ ରେକର୍ଡରେ ସବୁଠାରୁ ଆଗରେ ବିଜେପି

ଭୁବନେଶ୍ୱର ()  ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ପର୍ୟ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ…

କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ

କଂଗ୍ରେସ ନେତା ଆର୍ୟ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ ।ଭଦ୍ରକ ସହରର ବନ୍ତ ଛକରେ ଆକ୍ରମଣ ହୋଇଛି । ଆକ୍ରମଣ ଫଳରେ ତାଙ୍କ ଗାଡି ଭାଙ୍ଗିରୁଜି ଯାଇଛି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବ।ଚନ ମଣ୍ଡଳିରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ଆର୍ୟ୍ୟ…