Odia News Portal
Monthly Archives

May 2019

ପାକିସ୍ତାନର ଲଜ୍ଜାଜନକ ରେକର୍ଡ, ବିଜୟ ଅଭିଯାନ ଆରମ୍ଭ କଲା ୱେଷ୍ଟଇଣ୍ଡିଜ

ପାକକୁ ପାଣି ପିଆଇଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ମ୍ୟାଚକୁ ଅତ୍ୟନ୍ତ ସହଜରେ କରିନେଲା କବଜା । ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍ । ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍…

ପୁଣି 4 ରାଜ୍ୟସଭା ଆସନ ବିଜେଡିର

ଭୁବନେଶ୍ବର () ଖୁବଶୀଘ୍ର ଓଡିଶାର 4ଟି ରାଜ୍ୟସଭା ଆସନ ଖାଲି ହେବ । ପ୍ରତାପ କେଶରୀ ଦେବ, ଅନୁଭବ ମହାନ୍ତି, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେବା ପରେ ଏହି ଚାରୋଟି ରାଜ୍ୟସଭା ଆସନ ଖାଲିହେବ । ତେବେ ଏହି ଆସନରୁ କିଏ ପ୍ରାର୍ଥୀ ହେବ ତାହା…

ଭୁବନେଶ୍ୱରରେ ଋଷିଆ ଓ ପୋଲାଣ୍ଡ ହକି ଟିମ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି ଦେଖିବାକୁ ମିଳିବ ହକି ଫିଭର। କଳିଙ୍ଗ ଷ୍ଟାଡିୟମରେ ଜୁନ୍‌ ୬ରୁ ଆରମ୍ଭ ହେବ FIH MEN’S SERIES FINAL। ଅଂଶ ଗ୍ରହଣ କରିବେ ଭାରତ ସମେତ ବିଶ୍ୱର ୮ଟି ଦଳ।  ମ୍ୟାଚ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଋଷିଆ ଓ ପୋଲାଣ୍ଡ ହକି ଟିମ୍‌। ବିମାନବନ୍ଦରରେ…

ହାରିଲା ପାକିସ୍ତାନ

ପାକିସ୍ତାନ ୧୦୫ ରନ୍ରେ ସଫା ।ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରୁ ଖରାପ ପ୍ରଦର୍ଶନ କରିଛି ପାକିସ୍ତାନ । ମାତ୍ର ୨୧ ଓଭର ୪ଟି ବଲରେ ସମସ୍ତ ୱିକେଟ୍ ହରାଇ ୧୦୫ରନ୍ କରିବାକୁ ସମର୍ଥ ହୋଇଛି ପାକିସ୍ତାନ । ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା ପାକିସ୍ତାନ । ୨୦୧୯ କ୍ରିକେଟ୍…

ଜୁଏଲଙ୍କୁ ମନ୍ତ୍ରୀ ନକରିବା ଭୁଲ୍ ନିଷ୍ପତ୍ତି: ନରସିଂହ

ଭୁବନେଶ୍ବର()   ପଶ୍ଚିମ ଓଡିଶାକୁ ଅଣଦେଖା ଅଭିଯୋଗ ପ୍ରସଙ୍ଗରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି କଂଗ୍ରେସର ବରିଷ୍ଠନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।ନରସିଂହ କହିଛନ୍ତି ,ପ୍ରଧାନମନ୍ତ୍ରୀ ମୋଦି ଆଦିବାସୀ ବିରୋଧୀ  । ଜୁଏଲ ଓରାମଙ୍କୁ ମନ୍ତ୍ରିମଣ୍ଡଳରେ ନମିଶାଇବା ଭୁଲ ନିଷ୍ପତ୍ତି ମଧ୍ୟ…

ନିଜ ପାଇଁ ମୋଦି ରଖିଲେ ଏହି ସବୁ ବିଶେଷ ବିଭାଗ

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି। ତେବେ ମୋଦି ନିଜ ପାଖରେ ଏକାଧିକ ଗରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ସେଗୁଡ଼ିକ ହେଲା- ପର୍ସୋନେଲ ବିଭାଗ, ସାଧାରଣ ଅଭିଯୋଗ, ପେନସନ, ଆଟମିକ ଏନର୍ଜି, ମହାକାଶ…

ନିର୍ମଳାଙ୍କୁ ମିଳିଲା ଅର୍ଥ,ଜାଣନ୍ତୁ କିଏ କେଉଁ ବିଭାଗ …

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତକାଲି କେନ୍ଦ୍ରରେ ଆରମ୍ଭ ହେଲା ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ…

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ

ଭୁବନେଶ୍ବର()  ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ…

ବିଶ୍ୱକପ ୨୦୧୯ : ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର

ଆଇସିସି ବିଶ୍ୱକପ ୨୦୧୯ ଆରମ୍ଭ ହୋଇଯାଇଛି ।  ଗୁରୁବାର ଦିନ ଲଣ୍ଡନର ଦ ଓଭାଲରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାପ୍ ଡୁପ୍ଲେସିସ୍ ଆଉ ଏକ ବଡ ନିଷ୍ପତ୍ତି ନେଇ ୪୦ ବର୍ଷର ଇମରାନ ତାହିରଙ୍କୁ…

ଇଂଲଣ୍ଡ ୧୦୪ ରନରେ ଵିଜୟୀ, ପ୍ଟୋକ୍ସଙ୍କ ଅଲ୍ ରାଉଣ୍ଡ ପ୍ରଦର୍ଶନ

ବିଶ୍ୱକପର ଉଦ୍ଘାଟନୀ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଆୟୋଜକ ଇଂଲଣ୍ଡ । ପୂର୍ବରୁ ଦମ୍‌ଦାର ଫର୍ମରେ ଥିବା ବିଶ୍ୱକପର ୧୨ ତମ ସଂସ୍କରଣରେ ମଧ୍ୟ ସମାନ ଫର୍ମ ଜାରି ରଖିଛି । ବିସ୍ଫୋରକ ବ୍ୟାଟିପରେ ଯୁବ ବୋଲର ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ…