Odia News Portal
Monthly Archives

June 2020

ଭାରତର େଓ୍ଵବ୍‌ସାଇଟ୍‌ ଓ ନ୍ୟୁଜ୍‌ ଚ୍ୟାନେଲ୍‌କୁ ବନ୍ଦ କଲା ଚୀନ୍‌

ଭାରତ ଓ ଚୀନ୍‌ ର ସଂଘର୍ଷ ଏବେ ସୀମାରୁ ଆରମ୍ଭ ହୋଇ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ପହଞ୍ଚିଛି । ନିକଟରେ ଭାରତ ଚୀନ୍‌ର ୫୯ ଟି ଆପ୍‌ ବନ୍ଦ କରିବା ପରେ ଚୀନ୍‌ ବିଚଳିତ ହୋଇଯାଇଛି । ଏହାର ପ୍ରତି ବଦଳରେ ଚୀନ୍‌ ଭାରତର େଓ୍ଵବ୍‌ସାଇଟ୍‌ ଓ ନ୍ୟୁଜ୍‌ ଚ୍ୟାନେଲ୍‌କୁ ବନ୍ଦ କରିଛି । ଭାରତର ଏହି ସବୁ…

ଖୁସି ଖବର : ବାହାରିଲା ଟିକ୍‌ଟକ୍‌ର ବିକଳ୍ପ

ଚୀନ୍‌ର ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ମାତ୍‌ ଦେବା ପାଇଁ ନିର୍ମିତ ହୋଇଥିବା ଆପ୍‌ ମିତ୍ରୋ ଲଞ୍ଚ୍‌ ହେବାର ଦୁଇ ମାସ ଭିତରେ ହିଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ବ୍ୟତୀତ ଚିଙ୍ଗାରୀ ଆପ୍‌ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ମିତ୍ରୋ ଆପ୍‌କୁ ଏବେ ପ୍ରାୟତଃ…

ବାହୁଡା ଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ ଗୋଟିଏ ଟଚରେ …

ପୁରୀ : ଆସନ୍ତାକାଲି ବାହୁଡ଼ା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ ।  ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ବିଭାଗ…

ଆସନ୍ତାକାଲି ବାହୁଡ଼ା : ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା

ପୁରୀ : ଆସନ୍ତାକାଲି ବାହୁଡ଼ା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ ।  ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ବିଭାଗ…

ନାଁର ବନାନ ଅପଡେଟ୍ କଲେ ନୁସ୍‌ରତ

ମୁମ୍ବାଇ : ‘ଆକାଶବାଣୀ’, ‘ସୋନୁ କେ ଟିଟୁ କି ସ୍ୱିଟି’, ‘ଡ୍ରିମ୍‌ଗର୍ଲ’ ଭଳି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ନୁସ୍‌ରତ ଭରୁଚା । ନିକଟରେ ଏହି ଅଭିନେତ୍ରୀ ଜଣକ ତାଙ୍କ ନାମର ଇଂରାଜୀ ବନାନକୁ ବଦଳାଇ ଦେଇଛନ୍ତି । ସେଥିରେ ସେ ଅତିରିକ୍ତ…

ଆଉ ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କୁ ଗଳା ଚିପି ହତ୍ୟା

ଟିକଟକ୍‌ ଷ୍ଟାର ସିୟା କକ୍କଡ ନିକଟରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାମଧ୍ୟରେ ପୁଣି ଆଉ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ସୋନିପତ ଜିଲ୍ଲାର କୁଣ୍ଡଳି ଅଞ୍ଚଳରେ ଟିକଟକ ତାରକା ଶିବାନୀଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ଏହାକୁ ନେଇ ଜଣକୁ ଗିରଫ…

ତୈଳଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳର ବିକ୍ଷୋଭ

ଭୁବନେଶ୍ୱର : ଦେଶରେ ଗତ ତିନି ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଅହେତୁକ ଦର ବୃଦ୍ଧି ଘଟୁଛି । ଏହି ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ସିଧାସଳଖ ସାଧାରଣ, ଗରିବ ଓ ଖଟିଖିଆ ଲୋକେ ପ୍ରଭାବିତ ହେଉଛନ୍ତି । ଫଳରେ ଲୋକମାନଙ୍କୁ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଚଢା…

କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ ଲାଗି ଯାଇଛି। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି । କିଛି ସମୟ ପୂର୍ବରୁ ଅଚାନକ ଗୋଟିଏ ଏସିରୁ ଧୂଆଁ ବାହାରି ଆଇସିୟୁ ଭିତରେ ବ୍ୟାପିଗଲା । ସେଠାରେ ଥିବା ଲୋକମାନେ ନିଜ ନିଜ…

ବାଲୁଙ୍କେଶ୍ୱର ମଣ୍ଡପ ଓ ରୋଷଶାଳାକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର :  କରୋନା ଗାଇଡ୍‌ ଲାଇନ୍‌ କୁ ମାନି ନଥିବାରୁ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପ ଓ ତା’ର ରୋଷଶାଳାକୁ ବିଏମ୍‌ସି ସିଲ୍‌ କରିଛି । ନୟାପଲ୍ଲୀରେ ଥିବା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଓ ରୋଷଶାଳାକୁ ସିଲ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ଜଣାଯାଇଛି । ଦିନକୁ ଦିନ ରାଜ୍ୟରେ…

୧୦ ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିବ

ଭୁବନେଶ୍ୱର()  ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିବ ବୋଲି ସେ କହିଛନ୍ତି । ୧୦ଟି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ଯାଜପୁର,…