Odia News Portal
Monthly Archives

July 2020

ଆଜି ପୁଣି ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ସୁସ୍ଥ ତାଲିକାରେ ଆଉ ୭୭୨ କରୋନା ଆକ୍ରାନ୍ତ ଯୋଡି ହୋଇଥିବାର ଟ୍ବିଟ ଯୋଗେ ଦେଲା ସୂଚନା। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୧୨, କଟକର ୧୧୬, ଖୋର୍ଦ୍ଧାର ୮୧, କେନ୍ଦୁଝରର ୬୮, କୋରାପୁଟର ୪୧, ରାୟଗଡାର ୩୧, ଗଜପତିର…

ସୁଶାନ୍ତଙ୍କ ମାମଲାରେ ପ୍ରଥମ ଥର ମୁହଁ ଖୋଲିଲେ ରିୟା

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ୪୫ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ରିୟା ସୋସିଆଲ ମିଡିଆରେ ଏକ ଛୋଟିଆ ଭିଡିଓ ପୋଷ୍ଟ କରି କହିଛନ୍ତି, ମାମଲା କୋର୍ଟରେ ରହିଛି ମୁଁ ଚୁପ୍ ଅଛି। ମୋତେ ନ୍ୟାୟ ବ୍ୟବସ୍ଥା ଉପରେ…

ପେନସନ୍‌ ଖାତା ଖୋଲିବା ହେଲା ବିଲକୁଲ୍‌ ସହଜ

ଯଦି ଆପଣ ମଧ୍ୟ ରିଟାୟରମେଣ୍ଟ ପରେ ନିଜର ପେନସନକୁ ନେଇ ଚିନ୍ତାରେ ଅଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ନିହାତି ଭାବରେ ଖୁସି ଖବର। ପେନସନ୍‌ ଖାତା ଖୋଲିବା ପାଇଁ ବହୁତ ପ୍ରକାର କାଗଜପତ୍ର ଏବଂ ପ୍ରୋସେସ୍‌ ଏବେ ପୁରୁଣା ଜମାନାର ହୋଇଗଲାଣି। କାହିଁକିନା ଏବେ ଆପଣ ମାତ୍ର ଗୋଟିଏ ଡକ୍ୟୁମେଣ୍ଟ…

ଚେନ୍ନାଇରେ ବଦଳିଲା ତିନି ଷ୍ଟେସନର ନାମ

ତାମିଲନାଡୁ ସରକାର ଶୁକ୍ରବାର ଦିନ ତିନି ମେଟ୍ରୋ ଷ୍ଟେସନ ନାମକୁ ଦିବଂଗତ ମୁଖ୍ୟମନ୍ତ୍ରୀ ସି.ଏନ ଅନ୍ନଦେୁରଇ, ଏମ୍‌. ଜୀ. ରାମଚନ୍ଦ୍ରନ ଏବଂ ଜେ ଜୟଲଳିତାଙ୍କ ନାମରେ ରଖାଯାଇଛି। ସରକାରଙ୍କ ଆଦେଶ ଅନୁଯାୟୀ, ଅଲନ୍ଦୁର ଷ୍ଟେସନର ନାମ ଏବେ ‘ଅରିଗନର ଅନ୍ନା ଅଲନ୍ଦୁର ମେଟ୍ରୋ ହେବ। ସେଣ୍ଟ୍ରାଲ…

ବିଷାକ୍ତ ମଦ ପିଇ ୨୧ ଲୋକଙ୍କ ମୃତ୍ୟୁ, ମାଜିଷ୍ଟେଟ୍‌ ଯାଞ୍ଚ୍‌ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ପଞ୍ଜାବ ଅମୃତସରର ବଟାଲା ଓ ତରଣ ତାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ ଏହାର ମାଜିଷ୍ଟେଟ୍‌ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁଯାୟୀ, ପଞ୍ଜାବର ଅମୃତସର,ବଟାଲା ଓ ତରଣ ତାରଣ ଆଦି ୩ ଜିଲ୍ଲାରେ ମଦ…

ଆଉ ୨ ସପ୍ତାହ ପରେ ବଜାରରେ ମିଳିବ ଋଷର କରୋନା ଭ୍ୟାକ୍‌ସିନ୍‌

ଆଉ ଦୁଇ ସପ୍ତାହ ପରେ ବଜାରକୁ ଆସିଯିବ କରୋନା ଭ୍ୟାକ୍‌ସିନ୍‌ । ବିଶ୍ୱର ପ୍ରଥମ କରୋନା ଭ୍ୟାକ୍‌ସିନ୍‌ ଋଷରୂ ଆସିଯିବ । ଏମିତି କହିଛି ମସ୍କୋ ଗାମାଲେୟା ମହାମାରୀ ସଂସ୍ଥାନ କେନ୍ଦ୍ର । ଅଗଷ୍ଟ ୧୦ ତାରିଖରେ ଋଷ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍‌ସିନ୍‌କୁ ମଞ୍ଜୁରି ଦେବ । ଏହାର ୨/୪ ଦିନ ପରେ…

ମାସ୍କ ନପିନ୍ଧିଲେ ୫ ହଜାର ଫାଇନ୍

ଭୁବନେଶ୍ୱର () ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ୍ । କିଛି କଟକଣା କଡା କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଣିକି ମାସ୍କ ନପିନ୍ଧିଲେ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ । ତୃତୀୟ ଥର ଧରାପଡିଲେ ୫ ହଜାର ଟଙ୍କା ଫାଇନ୍ ଆଦାୟ…

ଭୁବନେଶ୍ୱରରୁ ଆଉ ୧୨୮ ପଜିଟିଭ, ୪୩ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରୁ ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୩୫କୁ ବୃଦ୍ଧି ପାଇଛି । ୧୪୩୩ ଜଣ ସୁସ୍ଥ…

କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା ? ଜାଣନ୍ତୁ

ଭୁବନେଶ୍ବର() ଦୁନିଆ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ମଶାମାନେ ରକ୍ତ ପିଉନଥିଲେ। କିନ୍ତୁ ଧିରେ ଧିରେ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଥିଲା। ମଶାମାନେ ମଣିଷ ଏବଂ ଅନ୍ୟ ଜୀବ ଜନ୍ତୁଙ୍କ ରକ୍ତ ପିଇବା ଏଥିପାଇଁ ଆରମ୍ଭ ହେଲା କାରଣ ମଶା ଶୁଷ୍କା ସ୍ଥାନରେ ରହୁଥିଲେ। ଯେତେବେଳେ…

ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ

ରାଉରକେଲା()  ଭୁବନେଶ୍ୱର ପରେ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ସେଣ୍ଟର ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ତେବେ ଆଇଜିଏଚରେ ଉଦଘାଟନୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସୁନ୍ଦରଗଡ…