Odia News Portal
Monthly Archives

July 2020

ଅଗଷ୍ଟ ୪ରେ ଲଘୁଚାପ, ୧୩ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ଆଗାମୀ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଓ ବଜ୍ରପାତକୁ ନେଇ ୧୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ଜିଲ୍ଲା ଗୁଡ଼ିକ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ,…

ସାନିଟାଇଜର ପିଇ ୯ ମୃତ

ମଦ ବଦଳରେ  ସାନିଟାଇଜର ପିଇ ୯ ମୃତ ।  ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ।  ଗତ କିଛିଦିନ ଧରି ସାନିଟାଇଜରରେ  ପାଣି ଓ ଥଣ୍ଡା ମିଶାଇ ପିଉଥିଲେ ଏହି ୯ ମୃତ ବ୍ୟକ୍ତି । ପୁଲିସ କହିବାନୁଯାୟୀ, ଏନେଇ ତଦନ୍ତ ଚାଲିଛି  । ସେମାନେ କେବଳ …

ଅଗଷ୍ଟରୁ ଦୈନିକ ୨୦ ହଜାର ଟେଷ୍ଟ

ଭୁବନେଶ୍ୱର() ରାଜ୍ୟରେ ଅଗଷ୍ଟରୁ କରୋନା ପରୀକ୍ଷା ସଂଖ୍ୟା ବଢାଯିବ ।  ଦୈନିକ ୧୨ ହଜାର ବଦଳରେ ୨୦ ହଜାର ନମୁନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୈନିକ ୮ ହଜାର ଆରଟି-ପିସିଆର ଓ ୧୨ ହଜାର ଆଣ୍ଟିଜେନ ଟେଷ୍ଟ ହେବ । ପ୍ରତି ଜିଲ୍ଲାରେ ୩ରୁ ୫ ହଜାର ଲେଖାଏଁ ଆଣ୍ଟିଜେନ୍ କିଟ…

ଆସିଲା ସୁଶାନ୍ତଙ୍କ ଆକାଉଣ୍ଟ ଡିଟେଲ୍ସ, ଜାଣନ୍ତୁ

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏଫଆଇଆର ରୁଜୁ ହେବା ପରେ ଯାଞ୍ଚ ପାଇଁ ମୁମ୍ବାଇ ପହଁଚିଥିଲା ବିହାର ପୋଲିସ। ବିହାର ପୋଲିସ ବ୍ୟାଙ୍କରୁ ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ଡିଟେଲ୍ସର ବିବରଣୀ ହାସଲ କରିଛନ୍ତି। ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ କେବେ, ଆଉ…

ଦିନକରେ ୭୭୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ()   ଦେଶରେ ଗତ ୨୪ଘଣ୍ଟାରେ ୫୫,୦୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୮,୮୭୧ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୩୫,୭୪୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ…

ଆତ୍ମହତ୍ୟା ପୂର୍ବ ରାତିରେ ହୋଇନଥିଲା କୌଣସି ପାର୍ଟି

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଳାରେ ଳଗାତାର ନୂଆ ଖୁଲାସା ହେବାରେ ଲାଗିଛି।  ସୁଶାନ୍ତଙ୍କ ଚାକର ଏବେ ବିହାର ପୋଲିସ ଆଗରେ ବୟାନ ଦେଉଛନ୍ତି ଯେ, ଆତ୍ମହତ୍ୟା ପୂର୍ବ ରାତିରେ ସୁଶାନ୍ତଙ୍କ ଘରେ କୌଣସି ପ୍ରକାର ପାର୍ଟି ହୋଇନଥିଲା। ସୁଶାନ୍ତଙ୍କ ଚାକର…

ଆଜିଠୁ ୪ ମାସ ନିଦ୍ରାରେ ଗଲେ ମହାପ୍ରଭୁ

ପୁରୀ() ଗୁରୁବାର ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି । ଆଜିଠୁ ନିଦ୍ରା ଯାଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠିବେ । ଏହି ମଧ୍ୟବର୍ତ୍ତୀ ୪ ମାସରେ ସମସ୍ତ ସାମାଜିକ ଶୁଭ କାର୍ଯ୍ୟ ନିଷେଧ । ଠାକୁରେ ଶୟନରେ ଥିଲେ…

କରୋନା ନେଲା ଆଉ ୮ ମୁଣ୍ଡ

ଭୁବନେଶ୍ବର() ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ୧୪୯୯ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତଦେହାନ୍ତ ହୋଇଛି।। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଆଜି ୧୪୯୯ କରୋନା ପଜିଟିଭ, ୫୮୫ ଲୋକାଲ କେସ

ଭୁବନେଶ୍ବର() ଆଜି ୨୯ ଜିଲ୍ଳାରୁ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ବର୍ଷକ ପରେ ପଦୋନ୍ନତି ପ୍ରକ୍ରିୟାକୁ ଭୁଲିଗଲେଣି କର୍ତ୍ତୃପକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପଦୋନ୍ନତି ଠିକ୍‍ ସମୟରେ ଦୋପାଇଁ ମୋ ସରକାରର କଲ୍ୟାଣକାରୀ ପଦକ୍ଷେପ ଆକାରରେ ୨୦୧୯ ବର୍ଷରେ ସମସ୍ତ ସରକାରୀ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୧୯ ବର୍ଷର ପଦୋନ୍ନତି ଯେପରି…