Odia News Portal

ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନା ଚିହ୍ନଟ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୦୫୧୪୧୪ ରେ ପହଂଚିଛନ୍ତି । ସଂକ୍ରମିତ ମଧ୍ୟରୁ ୨୧ ଜଣ ୧୮ ବର୍ଷ ବୟସରୁ କମ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୩ ଜଣ । ବରଗଡ ଜିଲ୍ଲାରୁ ୩ ଜଣ । ଭଦ୍ରକ ଜିଲ୍ଲାରୁ ଜଣେ । କଟକ ଜିଲ୍ଲାରୁ ୪ ଜଣ । ଦେଓଗଡ ଜିଲ୍ଲାରୁ ଜଣେ । ଢେଙ୍କାନାଳ ଜିଲ୍ଲାରୁ ୨ ଜଣ । ଗଜପତି ଜିଲ୍ଲାରୁ ୩ ଜଣ । ଜଗତସଂହପୁର ଜିଲ୍ଲାରୁ ୨ ଜଣ ।ଯାଜପୁର ଜିଲ୍ଲାରୁ ୭ ଜଣ । ଝାରସୁଗୁଡା ଜିଲ୍ଲାରୁ ଜଣେ । ଖୋର୍ଦ୍ଦା ଜିଲ୍ଲାରୁ ୮୬ ଜଣ । କୋରାପୁଟ ଜିଲ୍ଲାରୁ ଜଣେ । ମୟୁରଭଂଜ ଜିଲ୍ଲାରୁ ୧୯ ଜଣ । ପୁରୀ ଜିଲ୍ଲାରୁ ୫ ଜଣ । ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ରହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦୫୧୪୧୪ କୋରନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୦୧ଟି କେସ ଆକ୍ଟିଭ ରହିଥିବା ବେଳେ । ୧୦୪୦୯୨୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୪୩୫୭୭୮୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।