Odia News Portal

୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛନ୍ତି ରୁଦ୍ର

ଭୁବନେଶ୍ୱର: ଚତୁର୍ଥ ରାଉଣ୍ଡ ଗଣତି ସରିଛି । ପିପିଲି ଉପନର୍ବିାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗରେ ରହିଛନ୍ତି । ତାଙ୍କୁ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ୧୬ ହଜାର ୯୬୮, ବିଜେପି ପ୍ରାର୍ଥୀ ଆଶ୍ରତ ପାର୍ଥୀଙ୍କୁ ମିଳିଛି ୧୧ ହଜାର ୮୨୮ ଏବଂ କଂଗ୍ରେସକୁ ମିଳିଛି ୧୩ ଶହ ୮୨ ।