Odia News Portal

କରୋନା ଯୋଦ୍ଧା ରୂପେ ସାମ୍ବାଦିକଙ୍କୁ ସମ୍ମାନୀତ

ଯୁବ ସାମ୍ବାଦିକ ତଥା ଦୈନିକ କଳାନ୍ତର ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଅଭିଜିତ ସାମନ୍ତରାୟଙ୍କୁ ଅସ୍ବସ୍ତି ଫାଉଣ୍ଡେସନ ତରଫରୁ ସାମ୍ବାଦିକ କରୋନ ଯୋଦ୍ଧା ସମ୍ମାନ ୨୦୨୦  ସମ୍ମନୀତ କରାଯାଇଛି । ଫାଉଣ୍ଡେସନର ରାଜ୍ୟ ସଭାପତି ରାଜ୍ୟ ସମ୍ପାଦିକାଙ୍କ ସହ ବହୁ ସଦସ୍ୟ ଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମନୀତ କରାଯାଇଅଛି।

ଏହି ସମ୍ମାନ ପାଇଁ ସେ ଅଶ୍ୱସ୍ତି ଫାଉଣ୍ଡେସନର ସମସ୍ତ କର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଦେବା ସହ ଏହି ଭଳି ପୁରଷ୍କାର ତାଙ୍କୁ ଆଗକୁ ଆହୁରି ଭଲ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବା ବୋଲି କହିଛନ୍ତି।