Odia News Portal
Browsing Tag

America

ୟୁକ୍ରେନ୍‌କୁ ଫାଇଟର ବିମାନ ପଠାଇବା ଲାଗି ନାଟୋକୁ ମଞ୍ଜୁରୀ ଦେଲା ଆମେରିକା

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଆଲୋଚନା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଇତି ମଧ୍ୟରେ ୩ ଥର କଥାବାର୍ତ୍ତା ହୋଇସାରିଲାଣି। କିନ୍ତୁ ଏବେ ଯାଏଁ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଅନ୍ୟପଟେ ରୁଷ ଧମକ ଦେଇଥିଲା ଯେ ଯଦି କେହି ୟୁକ୍ରେନ୍‌ର ସାହାଯ୍ୟ କରିବ…

ଆଜି ୟୁଏନଜିଏର ୭୬ ତମ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬.୩୦ ରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରିବେ। ଆତଙ୍କବାଦ, କରୋନା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକୁ ଏକ ବାର୍ତ୍ତା ଦେବେ। ଆଜି ମିଳିତ ଜାତିସଂଘ ସାଧାରଣ ସଭାରେ…

ଆଜି ବାଇଡେନଙ୍କ ସହ ମୋଦୀଙ୍କ ବୈଠକ, ଜାଣନ୍ତୁ କେଉଁ ସମ୍ପର୍କରେ ହେବ ଆଲୋଚନା

ୱାଶିଂଟନ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦି ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ । ଦ୍ୱିପାକ୍ଷିକ ସମ୍ପର୍କ ସହ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ । କରୋନା ମହାମାରୀ ଓ ଆଫଗାନିସ୍ତାନରେ ତାଲିବାନର କବଜା ପରେ ଏହି…

ଆଜି ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ମୋଦୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ବିଶ୍ୱ ନେତାଙ୍କ ସହ ଆଲୋଚନା କରିବେ ଏବଂ…

ଆଜି ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆମେରିକା ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ମିଳିତ ଜାତିସଂଘର ସାଧାରଣ ସଭାର ୭୬ ତମ ଅଧିବେଶନରେ ଯୋଗଦେବା ସହିତ ଅନ୍ୟ ଦେଶର ନେତାଙ୍କ ସହ ଆଲୋଚନା କରିବେ। ପିଏମ ମୋଦୀଙ୍କ ବ୍ୟତୀତ ୧୦୦ ଟି ଦେଶର ମୁଖ୍ୟ ମଧ୍ୟ ଏହି…

ଆମେରିକା ଯିବେ ମୋଦୀ

ନୂଆଦିଲ୍ଲୀ; ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୱାଶିଂଟନରେ ଅନୁÂିତ ହେଉଥିବା ଏକ ଶିଖ୍ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ଭାବରେ ପଦଭାର…

କାବୁଲରେ ଆମେରିକାର ଏୟାର ଷ୍ଟ୍ରାଇକ୍

କାବୁଲ: କାବୁଲ ବିମାନ ବନ୍ଦର ନିକଟରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ଆମେରିକା ଏୟାର ଷ୍ଟ୍ରାଇକ୍ କରିଥିବା ନେଇ ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ସୂତ୍ର ପକ୍ଷରୁ ପ୍ରକାଶ କରାଯାଇଛି । ଆଇଏସଆଇଏସ-କେ ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିବା ପ୍ରକାଶ କରାଯାଇଛି…

ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ଗୁରୁବାର ଆଇଏସଆଇଏସ କେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିଲା । ତେବେ ଏହି ବିସ୍ଫୋରଣରେ ଆମେରିକା ସୈନ୍ୟଙ୍କ ପ୍ରାଣ ମଧ୍ୟ ଯାଇଥିଲା । ତେବେ ଆଜି ସକାଳେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ବିରୋଧରେ ଡ୍ରୋନ…

ଆମେରିକାରେ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ ଟିକାକରଣକୁ ଜୋରଦାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଯାବତ୍ ଆମେରିକାର ୭୦ ପ୍ରତିଶତ…