Odia News Portal
Browsing Tag

bhubaneswar

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ, ଫସି ରହିଲା ଆମ୍ଵୁଲାନ୍ସ

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ। ଫସି ରହିଲା ଆମ୍ଵୁଲାନ୍ସ। ଜୟଦେବ ବିହାର ନିକଟରେ ଆଗକୁ ଯାଇପାରିଲାନି ଆମ୍ବୁଲାନ୍ସ। ଶେଷରେ ରାସ୍ତା ନଛାଡିବାରୁ ଫେରିଗଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ, ସୋମବାରଠୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। କେନ୍ଦ୍ର ସରକାରଙ୍କ ବିଭିନ୍ନ…

ରାଜଧାନୀରେ ଗୁଳିକାଣ୍ଡ ଓ ଲୁଟ

ଆସିଲେ, ଫୁଟେଇଲେ ,ଲୁଟିଲେ । ଦିନ୍ଦ୍ରୀପ୍ରହରେ ରାଜଧାନୀ ଉପକଣ୍ଠରେ ଲୁଟ । ବାଇକରେ ୨ଜଣ ଲୁଟେରା ଆସି ସାଗରିକା ସୁନା ଦୋକାନରୁ ଲୁଟିଲେ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୂଟ । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଦୁର୍ନିତୀକୁ ଦିଆଯିବ ନାହିଁ ପ୍ରଶୟ । ଭିଜିଲାନ୍ସ ଜାଲରେ ପଡୁଛନ୍ତି ଜଣଙ୍କ ପରେ ଜଣେ ଲାଞ୍ଚୁଆ ବାବୁ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ…

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମଧୁସ୍ମିତା ଆଚାର୍ୟ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଧିବଦ୍ଧ ଭାବେ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ…

ରାଜଧାନୀରେ ବାଲ୍ୟ ବିବାହ

ରାଜଧାନୀରେ ବାଲ୍ୟ ବିବାହ । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅର ବାହାଘର । ବାହାଘର ସରିଥିଲା, ହେଲେ କନ୍ୟାର ବିବାହ ବୟସ ହୋଇନଥିବାରୁ କନ୍ୟାକୁ ମଣ୍ଡପରୁ ଉଦ୍ଧାର କରିଛି ପୋଲିସ । ଯାହା ଫଳରେ ଶିଶୁପାଳ ହୋଇ ଫେରିଛି ବର । ଏହା କୌଣସି ଗ୍ରାମାଞ୍ଚଳ ଦୃଶ୍ୟ ନୁହେଁ ଖୋଦ ରାଜଧାନୀ…

ଆଜିଠୁ ରାଜଧାନୀରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଆଜିଠାରୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଛି ଅନୁମତି । ଧାର୍ମିକ ଅନୁଷ୍ଠାନ ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ । ଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି ।…

ଉଠିଯିବ ୧ ନମ୍ବର ହାଟ

ଉଠିଯିବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍ ମାର୍କେଟ ସ୍ଥାନାନ୍ତର କରାଯିବ। ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମି ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍ ମାର୍କେଟ ଲାଗି ଶୀତଳଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ…

ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା

ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ୧୦ଦିନ ଧରି ମେଳା ଚାଲିବାକୁ ଥିବାବେଳେ କଟକଣା ଯୋଗୁ ଏଥର ସାଧୁଙ୍କ ସଂଖ୍ୟା ହ୍ରାସ ପାଇଛି । ମେଳାରେ ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି ରୋକ୍ । ପ୍ରତିବର୍ଷ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ମେଳା ଆୟୋଜିତ ହେଉଥିବାବେଳେ, ଚଳିତବର୍ଷ ୧୦ଦିନ ଧରି…

ଲିପ୍ଟ ବାହାନାରେ ୭୫ ହଜାର ଲୁଟ୍

ରାଜଧାନୀରେ ମାତିଛନ୍ତି ଚୋର । ଗୋଟିଏ ପରେ ଗୋଟିଏ ଘଟଣା ଲୋକଙ୍କୁ ଯେତିକି ଆତଙ୍କିତ କରିଛି ସେତିକି ଭୟ ମଧ୍ୟ ବଢାଉଛି । ପୋଲିସ ପାଇଁ ସେତିକି ବଡ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି । କେନ୍ଦ୍ରାପଡା ରାଜକନିକାର ଜଣେ ଯୁବକ ବୀରେନ ପରିଡାଙ୍କୁ ଠକମାନେ ଲିଫ୍ଟ ଦେବାକୁ କହି ଲୁଟିନେଇଛନ୍ତି । ଗତ…

ପୁଣି ରାଜଧାନୀରେ ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପଥରରେ କାର୍ କାଚ ଭାଙ୍ଗି କଲେ । ଏହି ଘଟଣା ଘଟିଛି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ । ଗତ ୨୭ ତାରିଖରେ ବିଳମ୍ବିତ ରାତିରେ ଲୁଟେରା ବାଇକରେ ଆସି ଉକ୍ତ କାର ଚାରିପଟେ କିଛି ସମୟ ବୁଲିଥିଲେ । କିଛି ସମୟ କାର ଚାରି ପାଖରେ ବୁଲିବା ପରେ ପଥରରେ…