Odia News Portal
Browsing Tag

Covid

ଭୟଙ୍କର ନୁହେଁ ଓମିକ୍ରନ,ଡାକ୍ତର କହିଲେ ଏହାର ଲକ୍ଷଣ

ବଢୁଥିବା ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଜନସଚେତନତା କାର୍ୟ୍ୟକ୍ରମ । ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । ରାଜ୍ୟରେ ତୃତୀୟ ପର୍ୟ୍ୟାୟ ଆରମ୍ଭ ହୋଇସାରିଛି । ଓମିକ୍ରନ ଭାବେ ଆରମ୍ଭ କରିଛି ।…

ଗିରିରାଜ ସିଂ ଙ୍କୁ କରୋନା

ଦେଶରେ କରୋନା ସଂକ୍ରମଣର ବଢିବା ପରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତି ବିଶେଷଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି । ଏଥିରୁ ବାଦ ପଡିନାହଁନ୍ତି ସାଧରଣ ଜନତାଠାରୁ ଆରମ୍ଭ କରି ନେତା । ପ୍ରାୟ ପ୍ରତି ଦଳର ନେତା ଏବେ କରୋନା କବଳରେ ପଡିଛନ୍ତି । ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ…

ଜାନୁଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟିକା ସାରିବାକୁ ଲକ୍ଷ

ଚଳିତ ମାସ ଶେଷ ସୁଦ୍ଧା ଓଡିଶାରେ ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରହିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ୯୬ ହଜାର ୬୮୪ ଜଣଙ୍କୁ ଏ ଯାଏଁ ପ୍ରିକସନ ଡୋଜ୍ ଦିଆଯାଇଛି । ଗତକାଲି ୪୬ ହଜାର ୧୦୯ ଜଣଙ୍କୁ…

ମୁମ୍ବାଇ ରେ ବନ୍ଦ ହେଲା ସ୍କୁଲ

ରାଜ୍ୟରେ କରୋନା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ର ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ବ୍ୟତୀତ ଓମିକ୍ରନ୍ ଭାରିଆଣ୍ଟର ମାମଲା ମଧ୍ୟ ରାଜ୍ୟରେ…

ଅଭିନେତା ଜନଆବ୍ରାହମ ଓ ତାଙ୍କ ପତ୍ନୀଙ୍କୁ କରୋନା

ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜନ୍ ଆବ୍ରାହମ୍ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଉଭୟ କରୋନା ଟିକା ନେଇଥିଲେ । ତଥାପି ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ।ଜନଆବ୍ରାହମ ଓ ତାଙ୍କ ପତ୍ନୀ ଘରେ…

ରାଜ୍ୟରେ ୪୦୦ ଟପିଲା କୋଭିଡ ସଂକ୍ରମଣ

ରାଜ୍ୟରେ ପୁଣି ଉପରମୁହାଁ କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧାରୁ ୧୭୭ ଓ କଟକରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜିଲ୍ଲାରୁ ୨୨୨ ସଂକ୍ରମିତ ରହିଛନ୍ତି । ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କର ୫୨.୩୫ ପ୍ରତିଶତ ।…

ସିଲ୍ ହେଲା ସାଇକୃପା

ସାଇକୃପା ଆବାସିକ କଲେଜରୁ ୩୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଘଟଣା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । କଲେଜ ସହ ତିନୋଟି ହଷ୍ଟେଲକୁ ପ୍ରଶାସନ ସିଲ୍ କରିଛି । ଏହାସହ ସାଇକୃପା କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବୁଧବାର କଲେଜର…

ପୁଣି ଭୀମସାରରେ ୧୦ କରୋନା ପଜିଟିଭ

ଭୀମ୍‌ସାରେ କରୋନା ଆକ୍ରାନ୍ତ । ଚିହ୍ନଟ ହେଲେ ପୁଣି ୧୦ କରୋନା ଆକ୍ରାନ୍ତ । ଯାହାକୁ ମିଶିଇ ୭୪ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଘାରିଛି ଚିନ୍ତା । ଖବର ଅନୁଯାୟୀ, କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦…

ନନ୍ଦ ସାରଙ୍କୁ କରୋନା

ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ସେ ଏବେ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କୁ ଏବେ ଅକ୍ସିଜେନ ଲାଗିଥିବା ଅ ବସ୍ଥାରେ ମେଡିକାଲରେ…

ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଆଜି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିବା ପାଇଁ ସବୁ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ…