Odia News Portal

ଗିରିରାଜ ସିଂ ଙ୍କୁ କରୋନା

ଦେଶରେ କରୋନା ସଂକ୍ରମଣର ବଢିବା ପରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତି ବିଶେଷଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି । ଏଥିରୁ ବାଦ ପଡିନାହଁନ୍ତି ସାଧରଣ ଜନତାଠାରୁ ଆରମ୍ଭ କରି ନେତା । ପ୍ରାୟ ପ୍ରତି ଦଳର ନେତା ଏବେ କରୋନା କବଳରେ ପଡିଛନ୍ତି । ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।