Odia News Portal
Browsing Tag

death

ଆଜି ରାଜ୍ୟରେ ୫ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲାରେ ୨ ଜଣ ପ୍ରାଣ ହରାଇଥିବାବେଳେ ବରଗଡ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା…

କେରଳରେ ବର୍ଷା ବିତ୍ପାତ, ୯ ମୃତ

ଥିରୁବନ୍ତପୁରମ୍: କେରଳରେ ଭାରୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହେବା ସହିତ ୧୨ ଜଣ ନିଖୋଜ ଅଛନ୍ତି । ବର୍ଷା ଲୋକଙ୍କ ଚିନ୍ତା ବଢେଇ ଦେଇଛି । ଏହାର ସବୁଠୁ ଅଧିକ ପ୍ରଭାବ କୁଟ୍ଟିକ୍କଲ, କୋଟ୍ଟୟମ, ଇଡ୍ଡକି ଓ କୋକ୍କୟରରେ ଦେଖିବାକୁ…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ପଂଚାୟତରେ ଦୁଇ ଭଉଣୀଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ବାପାମା' କାମକୁ ଯାଇଥିବା ବେଳେ ପୋଖରୀରେ ଦୁଇ ଭଉଣୀ ବୁଡ଼ି ଯାଇଥିବା ନେଇ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ ଏମିତି ଏକ…

କାଳହେଲା ଭିଡିଓ ବନେଇବା ନିଶା

ରାୟଗଡ଼ା: ସୋସିଆଲ ମିଡିଆରେ ଭିଡିଓ ବନେଇ ଲାଇକ କମେଣ୍ଟ ପାଇବା ଲାଗି ଯୁବପୀଢ଼ିଙ୍କ ମଧ୍ୟରେ ଲାଗୁଛି କଣ୍ଟେଷ୍ଟ । ତେବେ ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି କି ଭିଡିଓ ବନେଇବାକୁ ଯାଇ ପ୍ରାଣ ହରାଇଛନ୍ତି ଅନେକ ଯୁବକ ଏବଂ ଯୁବତୀ । ଏହାରିଭତରେ ନାଗାବଳୀ ନଦୀ କୂଳରେ ଅଘଟଣ ଘଟିଛି। ନଦୀରେ ବୁଡି…

ବୁଡ଼ିଗଲେ ବାପା ପୁଅ

ଅନୁଗୁଳ: ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୪ ବର୍ଷର ଶିଶୁପୁତ୍ର ସମେତ ବାପା ମୃତ । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ…

କାନ୍ଥ ଭୁଶୁଡ଼ି ଶିଶୁ ମୃତ

ଗଞ୍ଜାମ: ଏମିତି ବି ଆସିପାରେ ମୃତୁ୍ୟ । ମୃତୁ୍ୟ କେତେବେଳେ ଆଉ କେମିତି ଆସେ ତାହା ଜାଣିବା କାଠିକର ପାଠ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଖେଳିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲା…

କାନ୍ଥ ପଡ଼ି ୨ ମୃତ

କେନ୍ଦ୍ରାପଡ଼ା: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡ଼ି ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକ ଦ୍ୱୟ ବୃଦ୍ଧବୃଦ୍ଧା ବୋଲି ଜଣାପଡ଼ିଛି । ପାଟକୁରା ଥାନା ଅନ୍ତର୍ଗତ ବଡ଼ବେତର ଗାଁର ବୃଦ୍ଧ ଅଭୟ…

ଆଜି ରାଜ୍ୟରେ ୬୦ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ବରଗଡ ଜିଲାରୁ ସର୍ବାଧିକ ୧୩ ମୃତକ ରହିଛନ୍ତି। ଏଥିସହିତ କଟକ ଜିଲାରୁ ୧୧ ଓ ବଲାଙ୍ଗିରରୁ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଦେବଗଡ ଜିଲାରୁ ୪,…

କୁଅରେ ପଡ଼ି ଚାଲିଗଲା ଶିଶୁର ଜୀବନ

ଖୋର୍ଦ୍ଧା: ଖେଳୁଥିବା ବେଳେ ବାଡ଼ିରେ ଥିବା କୂଅରେ ପଡି ଚାଲିଗଲା କଅଁଳ ଶିଶୁର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବେଗୁନିଆ ଷ୍ଟେସନ ରୋଡ଼ରେ। ବେଗୁନିଆ ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମର ସୁଦର୍ଶନ ବେହେରା ବେଗୁନିଆ ଷ୍ଟେସନ ରୋଡରେ ଘର କରି ରହୁଥିବାବେଳେ ରବିବାର ତାଙ୍କ ଝିଅ ଶୁଭଶ୍ରୀ…

ବିଦ୍ୟୁତ ଆଘାତରେ ଆସି ଯୁବକ ମୃତ

ବାଲେଶ୍ୱର: ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ବେପରୁଆ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଜଣେ ଯୁବକର ଜୀବନ ଗଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କଷବାଜୟପୁର ଗ୍ରାମର ଗଣେଷ ଜେନା ବିଲକୁ ଧାନ ବିହନ ନେଇ ରୋଇବାକୁ ଯାଇଥିଲା । ବିଲରେ ଧାନ ଚାଷ ପାଇଁ ପାଣି ପଂଚାୟତ ମାଧ୍ୟମରେ ବିଲରେ ଗଭୀର…