Odia News Portal
Browsing Tag

health tips

ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ

ଯୋଗ ପ୍ର।ଚୀନ ଭ।ରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ ନ।ହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି । ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ…

ମୁଣ୍ଡ ବିନ୍ଧା ଓ ଏହାର ପ୍ରତିକାର

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ । ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ…

ଆପଣ ଡାଇବେଟିସ୍ ରେ ପୀଡିତ କି? ଜାଣନ୍ତୁ ଏହାର ପ୍ରତିକାର…

ଆଜିର ସମୟରେ ଡାଇବେଟିସ୍‌(ମଧୁମେହ) ଏକ ସାଧାରଣ କଥା ହୋଇଗଲାଣି । ଯେତେବେଳେ ବ୍ଲଡ୍ ରେ ସୁଗାର ର ସ୍ତର ଅଧିକ ହୋଇଯାଏ ସେତେବେଳେ ଏହି ରୋଗ ହୋଇଥାଏ । ଏହି ସମୟରେ ବାରମ୍ବାର ଶୋଷ ଲାଗିବା, ପରିସ୍ରା ଲାଗିବା ଏବଂ ଅଧିକ ଭୋକ ଲାଗିବା ଆଦି ସମସ୍ୟା ଆରମ୍ଭ ହୋଇଥାଏ । ଏହି ରୋଗ ଦ୍ୱାରା…

ଶୀତ ଦିନିଆ ପରିବା ଓ ଉପକାରିତା –

ଶୀତ ଦିନରେ ଲୋକେ ନିଜ ଖାଦ୍ୟକୁ ନେଇ ଖୁବ ସତର୍କ ଥାନ୍ତି । ଏହି ଦିନରେ ହିଁ ବିଶେଷ କରି ଗରମ ଓ ଭିନ୍ନ ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହୋଇଥାଏ । ଏହି ସମୟରେ ବିଭିନ୍ନ ପ୍ରକାରର ପନିପରିବା ଏବଂ ବହୁ ପ୍ରକାରର ଫଳ ମଧ୍ୟ ମିଳିଥାଏ । ଆହୁରି ମଧ୍ୟ ଏହି ସମୟରେ ହିଁ ବିଭିନ୍ନ…

ଶୀତଦିନିଆ ସ୍ୱାସ୍ଥ୍ୟର ଯତ୍ନ

ଶୀତଦିନ ଆରମ୍ଭ ହେଲେ ଥଣ୍ଡା, ଜ୍ୱର ଓ କାଶ ହେବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ଶୀତ ଦିନରେ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ଖାଦ୍ୟରେ ସବୁଜପନିପରିବା, ଶାଗ, ଋତୁଅନୁଯାୟୀ ପରିବା, ମିଠାଆଳୁ ଇତ୍ୟାଦି ସାମିଲ କରିବା ଆବଶ୍ୟକ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି…

ଶୀତ ଋତୁରେ ମେଥି ଶାଗର ଉପକାରିତା

ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ ।ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭାରି ରହିଥାଏ ।ମେଥି ଶାଗ ଶୀତରେ…

ଶରୀରରେ ହେମୋଗ୍ଲୋବିନ୍ ମାତ୍ରା ବଢ଼ାଇବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବ୍ୟକ୍ତି ସୁସ୍ଥ ରହିବ ପାଇଁ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ। ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ିବସି ଥାଏ। ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ଆପଣଙ୍କୁ ନିୟମିତ ଭାବେ ଥକାପଣ ମଧ୍ୟ ଅନୁଭୂତ ହୋଇଥାଏ। ସେଥିପାଇଁ ରକ୍ତରେ…

ଦୁଇ ହାତର ନଖକୁ ଘଷିଲେ ମିଳିଥାଏ ଏହି ବଡ଼ ଫାଇଦା

ଦୁଇ ହାତର ନଖ ଘଷିଲେ ଝଗଡ଼ା ଅଧିକ ହୋଇଥାଏ। ତେବେ ଏହା କେବଳ ଏକ ଅନ୍ଧବିଶ୍ବାସ ବୋଲି କୁହାଯାଇପାରେ। ଚିକିତ୍ସା ବିଜ୍ଞାନରେ ନଖ ଘଷିବାର ଏକ ବଡ଼ ଫାଇଦା ବିଷୟରେ କୁହାଯାଇଛି। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ଆପଣ ଏହା ଜାଣି ଆଶ୍ଚର୍ୟ୍ୟ ହେବେ ଯେ ନଖକୁ ନଖ ଘଷିବାର ପ୍ରକ୍ରିୟା ଏକ…

ଅଧିକ ଝାଳ ବାହାରୁଛି କି ? ଘରୋଇ ଉପଚାର …

ଖରା ଦିନରେ ଶରୀରରୁ ଝାଳ ବାହାରିବା ଏକ ସାଧାରଣ ସମସ୍ୟା । ସାଧାରଣତଃ ଲୋକମାନେ ଯେତେବେଳେ ଖରାରେ ଯାଆନ୍ତି ଅଥବା ୱାର୍କଆଉଟ କରନ୍ତି ତାଙ୍କ ଶରୀରରୁ ଆବଶ୍ୟକରୁ ଅଧିକ ଝାଳ ବାହାରିଥାଏ। ଏପରିକି ଅଧିକ ଝାଳ ବାହାରିବା ଦ୍ବାରା ଶରୀର ଦୁର୍ବଳ ମଧ୍ୟ ଅନୁଭୂତ ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ…

ଜାଣନ୍ତୁ ଏହି କାମ ଅଧିକ କଲେ କ’ଣ ହୁଏ

ଏକ ଗବେଷଣା ମୁତାବକ ଯେଉଁ ଲୋକେ ଅଧିକ ଶୁଅନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି। ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଯେଉଁ ଲୋକ ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କର ଶୀଘ୍ର ମରିବାର ଆଶଙ୍କା ୭ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କଠୁ ଅଧିକ ଥାଏ।…