Odia News Portal
Browsing Tag

hirakuda

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଝାରସୁଗୁଡା ସହିତ ରାଜ୍ୟର ୧୨ଟି ଜିଲ୍ଲା ଏହି…

ରେକର୍ଡ଼ ଭାଙ୍ଗିଲା ହୀରାକୁଦ ଜଳସ୍ତର

ସମ୍ବଲପୁର: ୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର। ୧୦ ବର୍ଷ ପରେ ସର୍ବୋଚ୍ଚସ୍ତରରେ ପହଞ୍ଚିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍ ରହିଛି। ଏବେ ମୋଟ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଗକୁ ଜଳଭଣ୍ଡାର ସ୍ଥିତି ଦେଖି…

ହୀରାକୁଦର ବନ୍ଦହେଲା ଆଉ ୪ ଗେଟ୍

ସମ୍ବଲପୁର: କମୁଛି ଜଳସ୍ତର । ଖୋଲୁଛି ଗେଟ୍ । ଆଜି ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍ ଖୋଲା ହୋଇଛି । ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ…

ହୀରାକୁଦରେ ବଢ଼ୁଛି ଜଳସ୍ତର

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରେ ଜଳସ୍ତର । ଗତକାଲି ସୁଦ୍ଧା ୧୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଏବେ ମୋଟ ୨୪ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାଶ୍ୱର୍ର ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ଡାହାଣ ପାଶ୍ୱର୍ରେ ୮ଟି ଗେଟ୍…

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା

ସମ୍ବଲପୁର: ପ୍ରବଳ ବର୍ଷା । ବଢ଼ୁଛି ଜଳସ୍ତର । ହୀରାକୁଦ ଜଳ ଭଣ୍ଡାରର ଆଉ ୬ଟି ଗେଟ୍ ଖୋଲିଛି । ବର୍ତ୍ତମାନ ହୀରାକୁଦ ଡ୍ୟମ୍ର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ଏବେ ଓଡ଼ିଶା ଉପରୁ ସଂପୂର୍ଣ୍ଣ ଭାବେ ଅପସରିଯାଇଛି । ଆଜି ସକାଳ ସାଢେ ୫ଟା…

ହୀରାକୁଦ ଜଳ ଭଣ୍ଡାରର ଖୋଲିଲା ୬ଟି ଗେଟ୍

ସମ୍ବଲପୁର: ରାଜ୍ୟରେ ପ୍ରବଳ ଛେଚୁଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ୬ଟି ଗେଟ୍ ଖୋଲାଯାଇଛି । ସତର୍କ ଘଣ୍ଟି ବାଜିବା ପରେ ହୀରାକୁଦର ୩ ନମ୍ବର ଓ ୭…

ହୀରାକୁଦର ଖୋଲିଲା ୮ ଗେଟ୍

ସମ୍ବଲପୁର: ପୁଣି ୮ ହୀରାକୁଦ ଡ୍ୟାମର ୮ଟି ଗେଟ୍ ଖୋଲାଯାଇଛି । ଲଗାଣ ବର୍ଷା ଯୋଗଁ ଜଳସ୍ତର ବୃଦ୍ଧି ପାଇବାରୁ ଜଳ ଛଡ଼ା ଯାଇଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧.୮୫ ଲଖ୍ୟ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ପୂର୍ବାହ୍ନ ୧୧ଟା ବେଳକୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ମୋଟ୍ ୮ ଗେଟ୍ ଦେଇ ଜଳ…