Odia News Portal
Browsing Tag

modi

ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସ୍ୱାଧିକାର ନ୍ୟୁଜ : ସମ୍ବିଧାନ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଛନ୍ତି, ରାଜନୀତିରେ ପରିବାରବାଦ ଦେଶ ପାଇଁ ଚିନ୍ତାର କାରଣ । ପାରିବାରିକ ଦଳର କାରଣ ଏହା ନୁହେଁ କି,…

ୟୁପିକୁ ମୋଦୀଙ୍କ ବଡ ଉପହାର

ଦେଶର ସବୁଠୁ ବଡ଼ ବିମାନ ବନ୍ଦରର ହେଲା ଶିଳାନ୍ୟାସ । ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନ ବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦…

ବଡ ଆନ୍ଦୋଳନ ପାଇଁ ସଜବାଜ

କୃଷି ଆଇନ ରଦ୍ଦ ବିଲକୁ କ୍ୟାବିନେଟର ମଞ୍ଜୁର ପରେ ବି, ଚାଷୀ ସଂଗଠନ ଶାନ୍ତ ପଡି ନାହାଁନ୍ତି । ଏବଂ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । କାଲି କୃଷକ ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଏମଏସପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା…

କୃଷକଙ୍କୁ ସମ୍ବୋଧନ କଲେ ମୋଦୀ

ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଗତକାଲି କୃଷକଙ୍କ ୧୦ ଘଣ୍ଟିଆ ଭରତ ବନ୍ଦ ପରେ ଆଜି ପ୍ରଧାନମନ୍ତ୍ରୀ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ତାଙ୍କ ସରକାର ସବୁବେଳେ କୃଷକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର କୃଷି ଓ କୃଷକଙ୍କ ଆୟ ବଢାଇବା ପାଇଁ…

ଏଲପିଜିରେ ପୁଣି ମିଳିବ ଆଖି ଦୃଶିଆ ସବସିଡ

ଏଲ୍‌ପିଜି ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍‌ସିଡି ରାଶି ନଗଣ୍ୟ ସ୍ତରକୁ ଖସିଯିବାରୁ ତାହା ଗୁରୁତ୍ବହୀନ ହୋଇପଡ଼ିଛି । ଏଭଳି ସମୟରେ ଏଲ୍‌ପିଜି ଦାମ୍ ୧୦୦୦ ଟଙ୍କା ପାଖାପାଖି ବୃଦ୍ଧି ପାଇବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ନିୟମିତ ବ୍ୟବଧାନରେ ଏଲ୍‌ପିଜି ଦାମ୍ ବୃଦ୍ଧି ପାଇବା ଓ…

ଜାତିସଂଘରେ ଆତଙ୍କବାଦ ବିରୋଧରେ ବର୍ଷିଲେ ମୋଦି, ଜାଣନ୍ତୁ ଆଉ କଣ ସବୁ ପ୍ରସଙ୍ଗ ଉଠାଇଲେ

ୱାଶିଂଟନ: ଜାତିସଂଘ ବୈଠକରେ ବର୍ଷିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ।…

୫ ଦିନିଆ ଆମେରିକା ଗସ୍ତରେ ମୋଦୀ

ନୂଆଦିଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆାମେରିକା ଗସ୍ତରେ ଅଛନ୍ତି । ସେ ଆଜିଠୁ ଆରମ୍ଭ କରି ୨୬ ତାରିଖ ପର୍ୟ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ମହାମାରୀ କରୋନା ସକାଶେ ସେ ପ୍ରାୟ ଦୁଇ ବର୍ଷ ହେବ ବିଦେଶ ଗ୍ରସ୍ତ କରିପାରିନଥିଲେ । ତେବେ ଆଜି…

ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ପିଏମ ନରେନ୍ଦ୍ର ମୋଦୀ

ବିବେକ ଓବ୍ରାଇଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ‘ପିଏମ ନରେନ୍ଦ୍ର ମୋଦୀ’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଇଛି । ‘ପିଏମ ନରେନ୍ଦ୍ର ମୋଦୀ’ ସେପ୍ଟେମ୍ବର ୨୩ ତାରିଖରେ ଏମଏକ୍ସ ପ୍ଲୋୟାରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ବାବଦରେ ବିବେକ…

ମୋଦିଙ୍କୁ ଭେଟିଲେ, ପ୍ରଶ୍ନ ପଚାରିଲେ ୧୦ ବର୍ଷର ଝିଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ୧୦ ବର୍ଷର ଝିଅର ଇଛା ପୂରଣ କରିବାକୁ ତାକୁ ସାକ୍ଷାତ କରିଛନ୍ତି। ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ଇମେଲ ପଠାଇ ତାଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲା। ମହାରାଷ୍ଟ୍ରର ମହମ୍ମଦନଗରରୁ ସାଂସଦ ଥିଲା ଡକ୍ଟର ସୁଜୟ ବିଖେ ପାଟିଲଙ୍କ ଝିଅ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲେ l ଏହି ଅବସରରେ ସାଂସଦ ମହୋଦୟା ନିଜର ଦ୍ୱିତୀୟ ବର୍ଷ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରିବା ସହ ପ୍ରଧାନମନ୍ତ୍ରୀଙ୍କ…