Odia News Portal
Browsing Tag

murder

ଭାଇ ବୋହୁକୁ ହତ୍ୟା କଲା ଦେଢଶୁର

ଯୋଡ଼ା ଥାନା, କୋହ୍ଲ ହୁଣ୍ଡୁଳାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ବୋହୂକୁ ହତ୍ୟା କଲା ସମ୍ପର୍କୀୟ ଦେଢଶୁର । ମୃତକ ହେଉଛନ୍ତି ବିଶିକେଶନ ମୁଣ୍ଡାଙ୍କ ପତ୍ନୀ ଶ୍ରୀଦେବୀ ମୁଣ୍ଡା । ଘଟଣା ପରେ ଅଭିଯୁକ୍ତ ସମ୍ପର୍କୀୟ ଦେଢଶୁର ରଞ୍ଜିତ ମୁଣ୍ଡାକୁ ଯୋଡ଼ା ପୋଲିସ୍ ଗିରଫ୍ କରି ଅଧିକ ପଚରାଉଚରା…

ଯୈାତୁକ ଦାବିରେ ବଧୁ ହତ୍ୟା ଅଭିଯୋଗ

ତିର୍ତ୍ତୋଲ ଥାନା ଅର୍ନ୍ତଗତ ଅଲଣା ଗ୍ରାମର ଗଙ୍ଗାଧର ଦାସଙ୍କ ସାନଝିଅ ସରସ୍ୱତୀ ଦାସକୁ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଚାରିବର୍ଷ ତଳେ କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ବିଶ୍ୱଜିତ ସାମଲଙ୍କୁ ପ୍ରେମ ବିବାହ କରିଥିଲେ ସରସ୍ୱତୀ । ବିବାହର ମାତ୍ର…

ଅନଲାଇନ ଗେମ୍ ରେ ପ୍ରଭାବିତ ହୋଇ ମାଆ ସମେତ ୪ ଜଣଙ୍କୁ ହତ୍ୟା କଲା ପୁଅ

ଲାହୋର: ଅନ୍ ଲାଇନ୍ ଗେମ୍ ହେଲା କାଳ । ପବ୍ଜି ଗେମ୍ରେ ପ୍ରଭାବିତ ହୋଇ ଜଣେ ୧୪ ବର୍ଷୀୟ ବାଳକ କରିଛି ହତ୍ୟା । ନିଜ ପରିବାରର ୪ ଜଣଙ୍କୁ ଗୁଳି ମାରି ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ହତ୍ୟାକାରୀର ମାଆ, ୩ ଭାଇଭଉଣୀ ରହିଥିବା ଜଣାପଡ଼ିଛି । ଘଟଣାରେ ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି…

ମାଆ ହତ୍ୟା କଲା ଶିଶୁ ପୁତ୍ର କୁ

କେନ୍ଦ୍ରାପଡା: ଘରୋଇ କଳିରୁ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ସାଜିଲା ରାକ୍ଷାସୀ । ମାତ୍ର ଦେଢ ମାସର ଶିଶୁ ପୁତ୍ରକୁ ହତ୍ୟା କଲା ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିଲା…

ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ

ନୂଆବର୍ଷରେ ରାଜଧାନୀରେ ନିର୍ମମ ହତ୍ୟା । ଯୁବକଙ୍କୁ ପିଟିପିଟି ହତ୍ୟାକଲେ ଦୁର୍ବୃତ୍ତ । ସୁନ୍ଦରପଦା ନୂଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସେହି ଅଞ୍ଚଳର ଦିପୁ ରାଉତ । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନୂଆସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ପାଇଁ ଭୋଜି କରୁଥିଲେ ।…

ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର:ସ୍ତ୍ରୀକୁ ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳର ଠାକୁରପାଟଣା ମୁଣ୍ଡାସାହିରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା ।…

ଭଡା ପାଇଁ ହତ୍ୟା କଲେ ପ୍ରେମୀଯୁଗଳ

ଦୀର୍ଘଦିନ ଧରି ବକେୟା ଭଡା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲେ ପ୍ରେମୀଯୁଗଳ | ହରିୟାଣାର କର୍ଣ୍ଣଲରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ କର୍ଣ୍ଣଲରେ ପ୍ରେମିକ ହାର୍ଦ୍ଦିକ ଓ ପ୍ରେମିକା ପ୍ରୀତକା କର୍ଣ୍ଣଲର ଆନନ୍ଦ ବିହାରରେ ରହିଆସୁଥିଲେ |…

ଡକାୟତି ଯୋଜନା ପଣ୍ଡ ତିନି ଡ଼କାୟତ ଗିରଫ

ଚନ୍ଦନପୁର ପୋଲିସ ର ଚଡାଉ ଡକାୟତି ଯୋଜନା ପଣ୍ଡ ତିନି ଡ଼କାୟତ ଗିରଫ ଦୁଇ ଫେରାର।ପିଷ୍ଟଲ, କଟୁରି ବମ ତିଆରି ସାମଗ୍ରୀ ଓ ବ୍ୟବହୃତ ନିଶା ଜିନିଷ ଜବତ।ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟେଣ୍ଟପୁରା ଛକ ନିକଟରେ ଏକ ଘର ଭିତରେ ହାଇୱେ ଉପରେ ଡକାୟତି ଯୋଜନା କରୁଥିବା ବେଳେ ଚନ୍ଦନପୁର…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି। ଏନେଇ ସେ ବୁଧବାର ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗମ୍ଭୀରଙ୍କୁ…

ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ମୟୂରଭଞ୍ଜ: ସାତ ଜନ୍ମ ଲାଗି ସାଥୀ ହୋଇ ରହିବା ଲାଗି ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲା । ସୁଖ ଦୁଃଖର ସାଥୀ ହେବା ସହ ଜୀବନ ସାରା ସୁରକ୍ଷା ଦେବା ଲାଗି କହିଥିଲା । କିନ୍ତୁ ନିଜେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ…