Odia News Portal
Browsing Tag

News

ଆସନ୍ତା ୧୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତଲହରୀ ଜାରି ରହିଛି । ଏହାରି ମଧ୍ୟରେ ଆସନ୍ତା ୧୩ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଅଧିକ ଘନୀଭୂତ ହେବ । ଏହାସହ ଆସନ୍ତା ୨ ଦିନ…

କମିଲା ଖାଇବା ତେଲ ଦର, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଟିକେ ଆଶ୍ୱସ୍ତି । ହୁ ହୁ ବଢ଼ୁଥିବା ତୈଳଦର ସାମାନ୍ୟ ହ୍ରାସ ଘଟିଛି । ଖାଇବା ତେଲ ଦର ଆଜିଠୁ କମିଛି । ଲିଟର ପିଛା ଖାଇବା ତେଲ ଦର ୬ରୁ ୮ଟଙ୍କା କମିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଅକ୍ଟୋବର ୧୪ଠାରୁ ବିଭିନ୍ନ ପ୍ରକାର ଖାଇବା ତେଲ ଉପରୁ ସୀମା ଶୁଳ୍କକୁ…

ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ

ଭୁବନେଶ୍ୱର : ଆଜି ମଣ୍ଡପରେ ମହାମୟାଙ୍କ ମହାନବମୀ । ଚଳଚଞ୍ଚଳ ପୂଜା ମଣ୍ଡପ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇ…

‘ଗତିଶକ୍ତି’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: 'ଗତିଶକ୍ତି' ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ସମୟରେ ପ୍ରଭାବିତ ହେଇଥିବା ଦେଶର ଅର୍ଥନୀତିକୁ ସଜାଡିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି…

ଆଜି ପବିତ୍ର ମହାଷ୍ଟମୀ

ଭୁବନେଶ୍ୱର: ମା’ ଆସିଛନ୍ତି ଧରାପୃକୁ । ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଆଜି ମାଙ୍କ ମହାଷ୍ଟମୀ ପୂଜା । ଚଳିତ ବର୍ଷ କୋଭିଡ କଟକଣାରେ ପାଳନ କରାଯାଉଛି । ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ…

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି…

ପୁଣି ୨ ଘଣ୍ଟା ପାଇଁ ଅଚଳ ହୋଇଥିଲା

ନୂଆଦିଲ୍ଲୀ: କ୍ଷମା ମାଗିଲା ଫେସବୁକ୍। ଶୁକ୍ରବାର ଦିନ ସେବାରେ ଆଉ ଦୁଇ ଘଣ୍ଟା ବ୍ୟାଘାତ ଯୋଗୁ ଫେସବୁକ ଉପଭୋକ୍ତାଙ୍କୁ କ୍ଷମା ମାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଲୋକଙ୍କୁ ସେବା ଯୋଗାଇବାରେ ବ୍ୟାଘାତ ଯୋଗୁ ଫେସବୁକ୍‌ କ୍ଷମା ମାଗିଛି। କମ୍ପାନୀର କହିବାନୁସାରେ, ଏହାର ସୋସିଆଲ…

ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ସ୍ୱାଭାବିକ ହେଉଛି ଫେସବୁକ୍ ଏବଂ ହ୍ୱାଟସଆପ୍

ଭୁବନେଶ୍ୱର: ସୋମବାର ରାତିରେ ଅଚାନକ ଭାବେ ଅଚଳ ହୋଇପଡ଼ିଥିଲା ଫେସବୁକ ଏବଂ ହପ୍ଟସଆପ । ସମସ୍ତେ ହୋଇପଡ଼ିଥିଲେ ବିଚଳିତ । କାହିଁକି କାମ କରୁନି । ମୋ ମୋବାଇଲ ଖରାପ ହୋଇଗଲା କି? ଭାଇରସ ପସିଗଲା କି? ଏଭଳି ଅନେକ ଆଲୋଚନା । ଆଉ ଅଧିକାଂଶ ୟୁଜର୍ସମାନେ ମୋବାଇଲକୁ ବାରମ୍ବାର ସୁଇଚ ଅଫ କରି ଅନ…

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଛାଡ଼ିଲେ ମାଓ ଶିବିର । ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି କଲେ ଆତ୍ମସମର୍ପଣ । ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨ ହାର୍ଡକୋର ମହିଳା ମାଓବାଦୀ । ରାଜ୍ୟରେ ଏବଂ ବାହାରେ ଘଟିଥିବା ବହୁ ମାଓ ଅଘଟଣରେ ଉଭୟ ସମ୍ପୃକ୍ତ ଥିଲେ । ତେବେ ଡିଜିପି ଅଭୟଙ୍କ କୋରାପୁଟ ଗସ୍ତ…

ଆପଣ ଅଧିକ ସମୟ ଫୋନ ଦେଖୁଛନ୍ତି କି, ଧ୍ୟାନ ଦିଅନ୍ତୁ ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କରୋନା କାଳ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାରର ଚାହିଦା ଅଧିକ ବଢିଯାଇଛି । ପିଲାଙ୍କ ପାଠ ପଢାଠୁ ନେଇ ୱାକ ଫର୍ମ ହୋମ ପର୍ୟ୍ୟନ୍ତ ସବୁକିଛି ଫୋନରେ ଚାଲିଛି । ଇଣ୍ଡିଆନ ଏକ୍ସପ୍ରେସ ମୁତାବକ, ଇଣ୍ଡିଆନ ଟେକ୍ନୋଲଜି ରିସର୍ଚ୍ଚ ଫର୍ମ ସିଏମଏସ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରେ…