Odia News Portal
Browsing Tag

pipili

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର । ଗୋବିନ୍ଦିପୁର ମାଟିଆପଡା ଗାଁର ସୌମ୍ୟରଞ୍ଜନ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର

ଭୁବନେଶ୍ୱର: ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଆଜି ଶପଥ ଗ୍ରହଣ କଲେ । ଆଜି ବିଧାନସଭାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି । ରୁଦ୍ର ମହାରଥୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ।…

ବିଧାୟକ ହେବ ତ ଏମିତି, ଦାୟିତ୍ୱ ନେବା କ୍ଷଣି ମନ କିଣିନେଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର: ପ୍ରଥମ ଦିନରେ ମନ କିଣିନେଲେ ରୁଦ୍ରପ୍ରତାପ । ପିପିଲିର ବିଧାୟକ ଭାବେ ଶପଥ ନେଇ ନାହାଁନ୍ତି ସତ ହେଲେ ଲୋକଙ୍କ ପାଇଁ କାମ କରିବାର ଝୁଙ୍କ୍ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ତାରିଖ – ୪ ଅକ୍ଟୋବର ୨୦୨୧ । ସମୟ - ଦିନ ୧୨ । ସ୍ଥାନ - ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ…

ବିଜେଡି ବିଜୟ ପରେ ପିପିଲି ବାସୀଙ୍କୁ ଧନ୍ଯବାଦ ଜଣାଇଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ପୁଣି ଏକ ଉପ-ନିର୍ବାଚନ ଜିତିଛି ବିଜୁ ଜନତା ଦଳ(ବିଜେଡି) । ଅକ୍ଷୁର୍ଣ୍ଣ ରହିଛି ବିଜେଡି ଓ ନବୀନଙ୍କ ଲୋକପ୍ରିୟତା । ଆଉ ଚିତପଟାଙ୍ଗ୍ ମାରିଛନ୍ତି ବିରୋଧୀ । ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି ବିଜେଡି…

ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପିପିଲିବାସୀଙ୍କ ଭଲ ପାଇବା ଭୋଟରେ କନଭର୍ଟ ହୋଇଛି । ତେବେ ରୁଦ୍ରଙ୍କ ବିଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ…

ପ୍ରଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ପିପିଲି, ରୁଦ୍ର ହେଲେ ବିଧାୟକ

ଭୁବନେଶ୍ୱର: ଆଜି ହେଉଛି ସେହି ତାରିଖ, ଅକ୍ଟେବାର ୩ । ଯେଉଁ ତାରିଖରେ ଯେଉଁ ତିଥୀରେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଠିକ ବର୍ଷକ ପରେ ପିପିଲି ପାଇଛି ନୂଆ ବିଧାୟକ । ତାହା ପୁଣି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ । ପିପିଲି…

ବାପାଙ୍କ ଗଡ଼ରେ ଆଗେଇ ଚାଲିଛନ୍ତି ପୁଅ

ଭୁବନେଶ୍ୱର: ପିପିଲି ଆସନ କହିଲେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କୁ ବୁଝାଏ । ଗୋଟିଏ ଆସନରୁ ୭ଥର ବିଧାନସଭାକୁ ଯାଇଥିଲେ ପ୍ରଦୀପ ମହାରଥୀ । ତେବେ ତାଙ୍କର ଅକାଳ ବିୟୋଗ ପରେ ସେହି ଆସନରୁ ପୁଅ ରୁଦ୍ର ମହାରଥୀ ପ୍ରାଥୀ ହୋଇ ବାପାଙ୍କ ଆସନକୁ ରକ୍ଷା କରିବା ଲାଗିପଡିଛନ୍ତି । ତେବେ ଆଜି…

ପିପିଲି ଜନାଦେଶ, ଜାଣନ୍ତୁ ୫ମ ରାଉଣ୍ଡର ଫଳାଫଳ

ଭୁବନେଶ୍ୱର: ଆସିଛି ୫ ରାଉଣ୍ଡ ଫଳାଫଳ । ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ । ରୁଦ୍ର: ୨୦ ହଜାର ୧୨୫, ଆଶ୍ରୀତ: ୧୪ ହଜାର ୩୩୮, ବିଶ୍ୱକେଶନ : ୧୫ ଶହ ୩୫ ଖଣ୍ଡ ଭୋଟ ପାଇଛନ୍ତି ।

୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛନ୍ତି ରୁଦ୍ର

ଭୁବନେଶ୍ୱର: ଚତୁର୍ଥ ରାଉଣ୍ଡ ଗଣତି ସରିଛି । ପିପିଲି ଉପନର୍ବିାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗରେ ରହିଛନ୍ତି । ତାଙ୍କୁ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ୧୬ ହଜାର ୯୬୮, ବିଜେପି ପ୍ରାର୍ଥୀ ଆଶ୍ରତ ପାର୍ଥୀଙ୍କୁ ମିଳିଛି ୧୧ ହଜାର ୮୨୮ ଏବଂ କଂଗ୍ରେସକୁ ମିଳିଛି ୧୩ ଶହ ୮୨ ।

ପିପିଲି ଜନାଦେଶ: ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ଆଜି ଚାଲିଛି ଭୋଟ ଗଣତି । ବିଜେପି ଏବଂ ବିଜେଡି ମଧ୍ୟରେ ଚାଲିଛି କଡା ଟକ୍କର । ତେବେ ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ ଭୋଟରେ ଆଗରେ ରହିଛନ୍ତି ରୁଦ୍ର । ତେବେ ୩ୟ ଶେଷ ସୁଦ୍ଧା ବିଜେଡି…