କ୍ଷତିଗ୍ରସ୍ତଙ୍କ ପାଇଁ ଭଣ୍ଡାର ଖୋଲା
ସ୍କୁଲ ଓ ପରୀକ୍ଷା ଫି ଛାଡ
ଜଳ କର ଓ ଖଜଣା ଛାଡ
କୃଷି ଋଣ ସମୟ ସୀମା ବୃଦ୍ଧି
ଚାଷୀଙ୍କୁ ମିଳିବ ଇନପୁଟ ସବସିଡି
ରବି ଋତୁ ପାଇଁ ସ୍ବତନ୍ତ୍ର କିଟ
ଭୁବନେଶ୍ବର () ଗତ ଅକ୍ଟୋବର 11 ଓ 12 ତାରିଖ ଦୁଇ ଦିନ ଧରି ହୋଇଥିବା ବାତ୍ୟା ଓ ପରବର୍ତ୍ତି ବନ୍ୟା ପରିସ୍ଥିତି ଯୋଗୁଁ…