ଆମିକସକ୍ୟୁରୀଙ୍କ ଶୁଣାଣୀ ଘୁଂଚିଲା
ପୁରୀ--ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ହୋଇଥିବା ଗଣ୍ଡଗୋଳରେ ପୁଲିସ୍ ବନ୍ଧୁକ ଧରି ଜୋତା ପିନ୍ଧି ମନ୍ଦିର ଭିତରେ ପଶିବା ମାମଲାର ଶୁଣାଣି ଘୁଞ୍ଚିଲା। ନଭେମ୍ବର ୩୦ରେ ଶୁଣାଣି କରିବାକୁ ତାରିଖ ଧାର୍ୟ୍ୟ କରିଛନ୍ତି ସୁପ୍ରିମକୋର୍ଟ।
ଆମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଅସୁସ୍ଥ…