Odia News Portal
Monthly Archives

October 2018

ସେସୁକୁ ୧କୋଟି ଜରିମାନା

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ଏନଜିଟି ସେସୁ ଉପରେ ଏକ କୋଟି ଟଙ୍କା ଜରିମାନା କରିଛନ୍ତି । ସେସୁର ଅବହେଳା ଓ ଖାମ୍ଖିଆଲ ମନଭାବ ଯୋଗୁଁ ୭ଟି ହାତୀଙ୍କ ଜୀବନ ଚାଲିଯିବା ପରେ ରାଜ୍ୟ ତଥା ସମଗ୍ର ଦେଶରେ ଏହା ଉଦ୍ବେଗର କାରଣ ହୋଇଥିଲା । ଏହା ଉପରେ ଗଣମାଧ୍ୟମ ଗୁଡିକରେ ପ୍ରସାରିତ ତଥ୍ୟକୁ ନେଇ…

ନକ୍ସଲ ହମ୍ଲାରେ ଓଡିଆ କ୍ୟାମେରାମ୍ୟାନ ମୃତ

ଛତିଶଗଡକୁ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନକ୍ସଲମାନଙ୍କ ଆକ୍ରମଣରେ ଦନ୍ତେୱାଡା ଦୁରଦର୍ଶନ କେନ୍ଦ୍ରର କ୍ୟାମେରା ମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ଘଟିଛି ତାଙ୍କ ସହିତ ୨ଜଣ ପୋଲିସ ମଧ୍ୟ ଏହି ଆକ୍ରମଣରେ ସହିଦ ହୋଇଛନ୍ତି । ମୃତ କ୍ୟାମେରାମ୍ୟାନ ଓଡିଶାର ବୋଲି ଜଣାପଡିଛି ।…

ଆଇନଜୀବୀଙ୍କୁ ଆଇନମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର (): ରାଜ୍ୟରେ ଦୀର୍ଘଦିନ ଧରି ଚାଲିଥିବ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଆଜି ଆଇନଜୀବୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅପିଲ କରିଛନ୍ତି । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର…

ସୁନ୍ଦରୀ କରୁଛି କଲବଲ

ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ମଧ୍ୟପ୍ରଦେଶ ପେଂଚ ଓ କାହ୍ନା ଅଭାୟାରଣ୍ୟରୁ ୨ ଜଣିଆ ଟିମ ଅନୁଗୁଳରେ ପହଚିଂଛନ୍ତି । ସୁନ୍ଦରୀକୁ ଧରିବା ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ…

କୁନ୍ଦୁଲି ପିଡିତା ପାଇଁ ବିଧାୟକ ପଦ ଛାଡିଲେ

6ରେ ବାଚସ୍ପତିଙ୍କୁ ଦେବେ ଇସ୍ତଫାପତ୍ର ଭୁବନେଶ୍ବର () : କୋରାପୁଟ ବିଧାୟକ କୃଷ୍ଣ ସଗରିଆ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେୁଛନ୍ତି ।…

ଜିତିଲା ଭାରତ

ଚତୁର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ହରାଇଲା ଟିମ୍ ଇଣ୍ଡିଆ । ଯୁବ ତାରକା ରୋହିତ ଶର୍ମା ଏବଂ ଅମ୍ବାତି ରାୟଡୁଙ୍କ ଦମଦାର ଶତକ ଆଗରେ ଘାଇଲା ହୋଇଛି ୱେଷ୍ଟଇଣ୍ଡିଜ୍ । ମାତ୍ର ୧୫୩ ରନରେ ସମସ୍ତ ଓି୍ୱକେଟ ହରାଇବା ସହ ୱେଷ୍ଟଇଣ୍ଡିଜକୁ ଏକ ବଡ ପରାଜୟର ସାମ୍ନା କରିବାକୁ ପଡିଛି । ଏହି…

ଓକିଲ ଧର୍ମଘଟ ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଗଣତନ୍ତ୍ରକୁ ନଷ୍ଟ କରିଛି। ଆସନ୍ତା ୨ ତାରିଖ ସୁଦ୍ଧା ଏହାର ସମାଧାନ ହେବା ଦରକାର। ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସମିଟରେ କହିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ତାରା ପ୍ରସାଦ ବାହିନୀପତି । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମଧ୍ୟ…

ରୋହିତ, ରାଇଡୁଙ୍କ ଶତକ, ଇଣ୍ଡିଜକୁ ୩୭୮ ଲକ୍ଷ୍ୟ

ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ ୪ର୍ଥ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ଆଗରେ ୩୭୮ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ରୋହିତ ଶର୍ମା ଓ ଅମ୍ବାତି ରାଇଡୁଙ୍କ ଶତକ ବଳରେ ଭାରତ ଏହି ବିଶାଳ ସ୍କୋର ଛିଡା କରିବାକୁ ସକ୍ଷମ…

୨ଟି ଉଡିବ, ଗୋଟିଏ ବନ୍ଧା

ଡିଜସିଏର କ୍ଲିନଚିଟ୍ ପରେ ଖୋଲିଲା ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର । ଦୀର୍ଘ ୪୨ ଦିନ ପରେ ଇମ୍ଫାର ସିଲ ହୋଇଥିବା ହ୍ୟାଙ୍ଗର ଖୋଲିଛି ପୁରୀ ପୋଲିସ । ଜଣେ ଏସଡିପିଓ ଓ ମେରାଇନ ଥାନା ପୋଲିସ ଆଇଆଇସିଙ୍କ ଉପସ୍ଥିତିରେ ଖୋଲାଯାଇଛି ହ୍ୟାଙ୍ଗର । ତେବେ ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟର…

ଇଣ୍ଡୋନେସିଆ ବିମାନ ଦୁର୍ଘଟଣାରେ ୧୮୮ ମୃତ୍ୟୁ ଆଶଙ୍କା

ଆକାଶରେ ବଡ ଅଘଟଣ । ଇଣ୍ଡୋନେସିଆର ଜାକର୍ତାରେ ଆଜି ସକାଳୁ ସକାଳୁ ବଡ ବିମାନ ଦୁର୍ଘଟଣା ହୋଇଛି । ଲାୟନ ଏୟାରର ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୧୮୮ ଜଣ ଯାତ୍ରୀ ଥିଲେ । ଏଥିରେ ୧୭୮ ଯାତ୍ରୀଙ୍କ ସମେତ ୩ ଜଣ ଶିଶୁ, ୨ ପାଇଲଟ ଓ ୫ ଜଣ କ୍ରୁ ମେମ୍ବର ଥିଲେ…