Odia News Portal
Monthly Archives

October 2018

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

ଝାରସୁଗୁଡା ବିମାନ ବନ୍ଦରରେ ଦେଖାଦେଇଥିବା ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ବିମାନ ବନ୍ଦରର ନା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ୨୨ ତାରିଖରେ ଉଦଘାଟନ ଉତ୍ସବ ରେ…

ରାଜଧାନୀରୁ ଜବତ ୫ ବନ୍ଧୁକ

ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ରୋକିବା ପାଇଁ ଅପରେସନ ‘ବ୍ଲାକ୍ ସ୍ମୋକ’ କାର‌୍ୟ୍ୟକାରୀ କରାଯାଉଥିଲା। ତାହା ଆଜି ଧୂଆଁବାଣରେ ପରିଣତ ହୋଇଛି। ଯାହାଫଳରେ ରାଜଧାନୀରେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଛି। ଅଶାନ୍ତ ହେଉଛି ରାଜଧାନୀ। ରାଜଧାନୀରେ ଚୋରା ବନ୍ଧୁକ ବିକ୍ରି ପାଇଁ…

ରାକ୍ଷୀଙ୍କ ସଜେସନ୍

ବାବା ରାମଦେବଙ୍କୁ ଏମିତି କିଛି ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିବେଦନ କରିଛନ୍ତି ରାକ୍ଷୀ ସାୱନ୍ତ, ଯାହା ବିଷୟରେ ଶୁଣିଲେ ଆପଣ ହସି ହସି ଗଡ଼ିବେ। ହର୍ବାଲ୍ ଅନ୍ତଃବସ୍ତ୍ର ତିଆରି ପାଇଁ ବାବା ରାମଦେବଙ୍କୁ ସେ ଅନୁରୋଧ କରିଛନ୍ତି । ସର୍ବଦା ନିଜ ଅଜବ ବୟାନବାଜି ପାଇଁ ଚର୍ଚ୍ଚାରେ ରହି…

ବଢିଲା ଶ୍ରମିକଙ୍କ ମଜୁରୀ

ରାଜ୍ୟ ସରକାର ଆଜିଠାରୁ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଅଣ କୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ ୨୦୦ ଟଙ୍କା ରୁ ୨୮୦ ଟଙ୍କା ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୨୨୦ଟଙ୍କା ରୁ ୩୨୦ ଟଙ୍କା କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୨୪୦ଟଙ୍କା ରୁ ୩୭୦ଟଙ୍କା , ଉଚ୍ଚକୁଶଳୀ…

ଓକିଲ ପୋଲିସ ବିବାଦ ତଦନ୍ତ ୯ ତାରିଖ ସୁଦ୍ଧା ସରିବ 

କଟକ--ଓକିଲ ପୋଲିସ ବିବାଦ ସମ୍ପର୍କରେ ଆସନ୍ତା ୯ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ଓଡିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୁର୍ଣୃୂ ରାୟ ଶୁଣାଇଛନ୍ତି । ଆସନ୍ତା ୫ତାରିଖରୁ ତଦନ୍ତ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ ବୋଲି ହାଇକୋର୍ଟ କହିଛନ୍ତି ।  ଜଷ୍ଟିସ ଚିତରଂଜନ ଦାସଙ୍କ ଦ୍ୱାରା ଏହି ତଦନ୍ତ…

ପ୍ରଦୁଷଣରେ ବେହାଲ ଦିଲ୍ଲୀ

ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଆଗାକୁ ଦୀପାବଳୀ ଆସୁଛି । ତେଣୁ ବାୟୁମଣ୍ଡଳ ଅଧିକ ଦୂଷିତ ହେବା ନେଇ ଆଶଙ୍କା ଦେଖାଯାଇଛି । ମିଳିଥିବା ସୂଚନା…

ସ୍ତ୍ରୀ ଶରୀରର ପବିତ୍ର ଅଙ୍ଗ ଜାଣନ୍ତି କି?

ଗୋଟିଏ ନାରୀର ଶକ୍ତି ବା ଭାବନାକୁ ବୁଝିବା ବହୁ କଷ୍ଟକର କଥା । ରୁଷିମୁନୀଙ୍କ କହିବାନୁସାରେ ଜଣେ ବ୍ରାହ୍ମଣ ଙ୍କ ଗୋଡ ପବିତ୍ର ହୋଇଥାଏ ଓ ଘୋଡାର ମୁହଁ ପବିତ୍ର ହୋଇଥାଏ ସେହିପରି ଜଣେ ମହିଳାଙ୍କ ସମସ୍ତ ଅଙ୍ଗ ପବିତ୍ର ହୋଇଥାଏ । ଗୋଟିଏ ନାରୀର କୌଣସିବି ଅଙ୍ଗ ଅପବିତ୍ର ହୋଇନଥାଏ । ନାରୀର…

ମା’ ହେଲେ ସାନିଆ

ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟ ତାରକା ସୋଏବ୍ ମଲିକ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ ଦୁହେଁ ନିଜ ନିଜର କ୍ୟାରିଅରକୁ ନେଇ ଖୁବ୍ ବ୍ୟସ୍ତ ଥିଲେ। ତାଙ୍କର ଫ୍ୟାନମାନେ ଅପେକ୍ଷାରେ ଥିଲେ ଯେ କେବେ ସାନିଆ ଓ ସୋଏବ୍ ମାଆ,ବାପା ହେବେ। ଏବେ ସେହି ଶୁଭ ସମୟଟି…

ସୌର ଜଳନିଧି ଯୋଜନା ଲୋକାର୍ପିତ

ସୌର ପମ୍ପରେ ଚାଷୀଙ୍କୁ 90% ରିହାତି ଭୁବନେଶ୍ବର () ଆପଣଙ୍କ ଚାଷଜମିକୁ ବିଜୁଳି ସଂଯୋଗ ନାହିଁ କି? ଯଦି ବିଦ୍ୟୁତ ସଂଯୋଗ ନାହିଁ ତେବେ ରାଜ୍ୟ ସରକାରଙ୍କ ଜଳନିଧି ଯୋଜନାର ସୁବିଧା ନିଅନ୍ତୁ । ବିଜୁଳି ସଂଯୋଗ ନଥିବାରୁ ଚାଷ ଜମି ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ…

୪ ଚୋରା ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର—କମିଶନରେଟ ପୋଲିସ ଆଜି ୪ଜଣ ଚୋରା ବନ୍ଧୁକ ବ୍ୟବସାୟୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ୫ଟି ବନ୍ଧୁକ ୧୫ଟି ଅଫୁଟା ଗୁଳି ଜବତ କରିଛି । ଏହି ଚୋରା ବନ୍ଧୁକ ବ୍ୟବସାୟୀମାନେ ବନ୍ଧୁକ ବିକ୍ରି ପାଇଁ ଖଣ୍ଡଗିରି ଅଂଚଳରେ ଡିଲ୍ କରୁଥିବା ବେଳେ କମିଶନରେଟ ପୋଲିସ…