Odia News Portal
Yearly Archives

2018

ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡ

ନୂଆଦିଲ୍ଲୀ-- ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡ ହୋଇଛି । ହିସାର କୋର୍ଟ ତାଙ୍କ ବିରୁଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହତ୍ୟା ଓ ବନ୍ଧା ରଖିବା ଅଭିଯୋଗରେ କୋର୍ଟ ରାମପାଲଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୪ଜଣ ମହିଳାଙ୍କୁ ଏବଂ ଜଣେ ଶିଶୁ କନ୍ୟାଙ୍କୁ ହତ୍ୟା କରିବା…

ରିଲିଜ ହେଲା ‘ଶ୍ରୀମାନ୍ ସୁରଦାସ’

ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଏଥିଭିତରୁ ଶ୍ରୀମାନ୍ ସୁରଦାସ ୧୪ ତାରିଖରେ ରିଲିଜ୍ ହେବାର ସ୍ଥିର କରାଯାଇଥିଲା। ହେଲେ ତିତଲିର ପ୍ରଭାବ ଯୋଗୁଁ ଏହାର ରିଲିଜ୍…

ଦଶହରାରେ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର --ବାତ୍ୟା ଓ ବନ୍ୟା ଯୋଗୁ ବିପର୍ଯ୍ୟସ୍ତ ଗଂଜାମ ,ଗଜପତି ଓ ରାୟଗଡା ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଏପରିକି ୧୭ ତାରିଖ ମହାଅଷ୍ଟମୀ ଓ ୧୯ ତରିଖ ଦଶହରାରେ ମଧ୍ୟ ବ୍ୟାଙ୍କ ଗୁଡିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ…

ଚ୍ୟାଲେଞ୍ଜ କରିବା ଯୁବକଙ୍କୁ ମହଙ୍ଗା ପଡିଲା

ହ୍ୱାଟସ୍ଆପ୍ରେ ବିରୋଧୀ ଗୋଷ୍ଠୀଙ୍କୁ ଚ୍ୟାଲେଞ୍ଜ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକଙ୍କ ଏଭଳି କାର‌୍ୟ୍ୟ ପାଇଁ ୨୦ ଜଣ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ଲୋକଲୋଚନକୁ ଆସିଛି। ପୁଲିସ୍ର…

#me-too ଓଲିଉଡର ଅଭିନେତ୍ରୀ ଆଣିଲେ ଅଭିଯୋଗ

ଅଭିଯୋଗ ଆଣିଛନ୍ତି ଓଲିଉଡର ଅଭିନେତ୍ରୀ ଏଲି ପାଢୀ । ଅନେକ ପ୍ରଯୋଜକ ଫିଲ୍ମର ଅଫର ଦେଇ ହିରୋଇନ୍ କରିବା ଅପେକ୍ଷା ନିଜ ଜୀବନର ହିରୋଇନ୍ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଘଟଣା ଓଲିଉଡରେ ଅନେକ ଥର ଘଟିଥାଏ , କିନ୍ତୁ ତାହା ସାମନାକୁ ଆସେନି । ଏପରିକି ପୂର୍ବରୁ ଆସିଥିବା କାଷ୍ଟିଂ…

ବଡ଼ ଯା’କୁ ହତ୍ୟା କରିଥିଲା ସାନ ଯା

ସାମାନ୍ୟ ଈର୍ଷା ଯୋଗୁ ବଡ଼ ଯା’କୁ ସାନ ଯାଆ ସୁପାରୀ କିଲର ମାଧ୍ୟମରେ ଅତି ଵୀଭତ୍ସ ଭାବେ ହତ୍ୟା କରିବା କେବେ ଶୁଣିଛନ୍ତି? ଏପରି ଘଟଣା ଘଟିଛି ଜୁନାଗଡ଼ରେ। ଏହି ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ସାନ ଯା’ ସେତେବେଳେ ନାବାଳକ ଥିବା ଜଣେ ଯୁବକକୁ ସୁପାରୀ ଦେଇ ଘଟଣାକୁ…

ବସ୍ ଓଲଟି ୧୦ ଗୁରୁତର

ମାଲକାନଗିର ଜିଲ୍ଲାରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ବ୍ରିଜ ତଳକୁ ବସ ଓଲଟି ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତି କରାଯାଇଛି । ସୂଚନାନୁସାରେ, ମହାବାହୁ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କ ଧରି କୋରପୁଟ ଜୟପୁରରୁ ମାଲକାନଗିରି ବାଲିମେଳା…

# MeToo:କ୍ଷମା ସହ ୧ ଟଙ୍କା ଦାବି କଲେ ଆଲୋକ ନାଥ

ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଫିଲ୍ମ ଓ ଟେଲି ଦୁନିଆର ‘ସଂସ୍କାରୀ ବାବୁଜୀ’ ଭାବେ ଜଣାଶୁଣା ବରିଷ୍ଠ ଅଭିନେତା ଆଲୋକ ନାଥ ଆଜି ଅଭିଯୋଗକାରୀ ତଥା ଲେଖକ ଓ ପ୍ରଯୋଜକ ବିନୀତା ନନ୍ଦାଙ୍କ ବିରୋଧରେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କୋର୍ଟରେ ସିଭିଲ୍ ମାନହାନି କେସ୍ କରିବା ସହ…

ପୃଥ୍ୱୀଙ୍କ ଖେଳରେ ବିରାଟ୍ ଫିଦା

ନିଜ ଟେଷ୍ଟ କ୍ୟାରିୟରର୍ ପ୍ରଥମ ସିରିଜ୍ରେ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ ଚକିତ କରିଥିବା ଟିମ୍ ଇଣ୍ଡିଆର ୧୮ ବର୍ଷୀୟ ବିସ୍ମୟ ବ୍ୟାଟସ୍ମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଦମଦାର ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ…

ନିଦରେ ମନୁଷ୍ୟ ସହିତ ହୋଇଥାଏ ଅଦ୍ଭୁତ ଘଟଣା

ଏକ ସ୍ୱାସ୍ଥ୍ୟବାନ ବ୍ୟକ୍ତି ପାଇଁ ୭ରୁ ୮ଘଣ୍ଟା ନିଦ ବହୁତ ଆବଶ୍ୟକ ହୋଇଥାଏ। ଯେଉଁ ଲୋକମାନେ ଗଭୀର ନିଦରେ ଶୋଇ ଥାଆନ୍ତି, ସେହି ସମୟରେ ସେମାନଙ୍କ ଶରୀର କୋମା ଅବସ୍ଥା ଭଳି ହୋଇ ଯାଇଥାଏ। କିଛି ଅଙ୍ଗ କାମ କରିବା ବନ୍ଦ କରି ଦେଇଥାଏ। ଶରୀରରେ ଏମିତି ବି କିଛି କ୍ରିୟା ହୋଇଥାଏ ଯାହା ଜଣା ପଡ଼ି…