Odia News Portal
Yearly Archives

2023

ବିଏମସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ବିଳମ୍ବରେ ଅଫିସ ପହଞ୍ଚିଲେ ଲାଗୁ ହେବ ‘ନୋ ୱାର୍କ ନୋ ପେ’

ବିଏମସି କର୍ମଚାରୀମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ୫ଟି ମାଧ୍ୟମରେ ରାଜ୍ୟ ବିକାଶ ଜାରି ରହିଛି । ୫ଟିର ମୂଳତତ୍ତ୍ଵ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା । ତେଣୁ ବିଏମସିର କର୍ମଚାରୀମାନେ ସଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ବିଜ୍ଞପ୍ତି…

କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

ଉଚ୍ଚଶିକ୍ଷା ପାଇଁ କାଳିଆ ଯୋଜନାର ପରିବର୍ଦ୍ଧିତ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଏ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଗି ରାଜ୍ୟ ଓ ରାଜ୍ୟ ବାହାରର ନାମି…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନ କାର୍ଡର ଶୁଭାରମ୍ଭ, ଉପକୃତ ହେବେ ଓଡ଼ିଶାର ୯୦% ଲୋକ

ନବୀନ କାର୍ଡର ଶୁଭାରମ୍ଭ । ରାଜ୍ୟର ୯୦% ଲୋକ ଉପକୃତ ହେବେ । ଅର୍ଥ ଅଭାବରୁ ରାଜ୍ୟରେ କେହି କେବେ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ…

ଲଦାଖରେ ଭୂକମ୍ପ ଝଟକା

 ଲେହ ଓ ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସକାଳ ୪.୩୦ ସମୟରେ ଏହି ଭୂକମ୍ପ ହୋଇଥିଲା।

କୋରାପୁଟ ବିକାଶର ହିସାବ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କୋରାପୁଟ ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଲାଣ୍ଡିଗୁଡ଼ା ପରେ ଜୟପୁର ଦଶହରା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଜିଲ୍ଲାରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦିର ରୂପାନ୍ତରଣ ପାଇଁ ଦରଖାସ୍ତ…

କରୋନା କଡ଼ ଲେଉଟାଇବା ପରେ ପୁଣି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

କରୋନା କଡ଼ ଲେଉଟାଇବା ପରେ ପୁଣି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। କରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ରହିଛି। ଏଥିରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଭିଡ଼ ବା ଗହଳିକୁ ଯିବା…

ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି ହଇଜା ସ୍ଥିତି

ନିୟନ୍ତ୍ରଣକୁ ଆସୁଛି ହଇଜା ସ୍ଥିତି । ଖୁବ୍ ଶୀଘ୍ର ରାଉରକେଲାରେ ସ୍ବାଭାବିକ ଅବସ୍ଥାକୁ ଫେରିବ। ସହରର ବିଭିନ୍ନ ହସପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧିନ । ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ଫେରିଛନ୍ତି RMRC ଟିମ୍ । ୧୫ଶହ ସାମ୍ପୁଲ ସଂଗ୍ରହ କରାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ…

କୋରାପୁଟ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କୋରାପୁଟ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କୋରାପୁଟ ସରକାରୀ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି 5T ଅଧ୍ୟକ୍ଷ । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ…

କଥା ରଖିଲେ ସରକାର

କଥା ରଖିଲେ ସରକାର। ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି। ଓଡ଼ିଶା ଉଠା ଜଳସେଚନ ନିଗମ ଦ୍ଵାରା ବିଜୁ କୃଷକ ବିକାଶ ଯୋଜନାରେ ଡିପ୍ ବୋରୱେଲ ସେଚ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ ଓ ସୌର ଶକ୍ତି ପମ୍ପ ଜରିଆରେ ଗଭୀର ନଳକୂପ ପ୍ରକଳ୍ପ ସ୍ଥାପନ କରିବାକୁ ଆବେଦନ ପାଇଁ ଥିବା ଦରଖାସ୍ତ ଓ…

ନିଶା ବେପାରୀକୁ ୧୦ ବର୍ଷ ସଜା 

ବ୍ରାଉନସୁଗାର ବେପାରୀକୁ ୧୦ ବର୍ଷ ଜେଲ୍ ଓ ୧ ଲକ୍ଷ ଜରିମାନା । ଦୋଷୀ ରାଜେନ୍ଦ୍ର ପୃଷ୍ଟିକୁ ଜେଲ୍ ଦଣ୍ଡାଦେଶ ଦେଲେ ଏଡିଜେ-୨ । ୨୩୭ ଗ୍ରାମ୍ ବ୍ରାଉନସୁଗର ସହ ରାଜନ୍ଦ୍ରକୁ ଧରିଥିଲା ଅବକାରୀ ବିଭାଗ ।