Odia News Portal
Yearly Archives

2022

ଆଇପିଏସସ୍ତରରେ ବଡ଼ ବଦଳି, ବଦଳିଲେ ୧୦ ଏସପି

ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଆଜି ଆଇପିଏସସ୍ତରରେଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୩ ଜଣ ଏସପିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅଧିକାଂଶ ଜିଲ୍ଲାର ଏସପି ବଦଳିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ ଡିଆଇଜି ଭାବେ ପଦୋନ୍ନତି ପାଇ ସ୍ପେଶାଲ ଆର୍ମଡ ଫୋର୍ସ (ଏସଏପି)ର…

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଗଣଶିକ୍ଷା ବିଭାଗ ତତ୍ପର

କରୋନା ଲାଗି ୨ବର୍ଷ ରାଜ୍ୟରେ ସ୍କୁଲ ପାଠପଢ଼ା ବନ୍ଦ ରହିଥିବା ବେଳେ ୨୦୨୨ର ମାର୍ଚ୍ଚରୁ ଶ୍ରେଣୀ ଶିକ୍ଷାଦାନ ସ୍ୱାଭାବିକ ହୋଇଛି । ତେବେ ଗୁଣାତ୍ମକ ଶିକ୍ଷା ଦାନ ବ୍ୟତୀତ ସ୍କୁଲର ଭିତ୍ତିଭୂମିକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ତେବେ ପିଲାଙ୍କ ତଥା ବିଶେଷ କରି…

ଜିରୋ ନାଇଟ୍ ସେଲିବ୍ରେସନ୍: ବାଜିବନି ବାଜା, ଫୁଟିବନି ବାଣ

ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ସବୁ ପ୍ରତୀକ୍ଷାର ଘଟିବ ଅନ୍ତ । ସାରା ବିଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ବର୍ଷକୁ ସ୍ୱାଗତ କରିବେ । ଏଥିପାଇଁ ସବୁ ମହଲରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ ଟ୍ୱିନସିଟିରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସହରୀବାସୀ ପ୍ରସ୍ତୁତି ଚଳାଇଥିବାବେଳେ ଏଥିରେ…

ପନ୍ତଙ୍କୁ ଏୟାରଲିଫ୍ଟ କରାଯିବ

କ୍ରିକେଟର ଋଷଭ ପନ୍ତଙ୍କୁ ଦିଲ୍ଲୀ ଏୟାରଲିଫ୍ଟ ନେଇ ଯାଜନା କରାଯାଇଛି । ଡିଡିସିଏର ଏକ ଟିମ୍ ପନ୍ତ ଚିକିତ୍ସିତ ହେଉଥିବା ମ୍ୟାକ୍ସ ହସ୍ପିଟାଲ ଯିବେ । ହସ୍ପିଟାଲ କତ୍ତୃପକ୍ଷଙ୍କ ସହ ଏୟାରଲିଫ୍ଟ ନେଇ ଆଲୋଚନା କରିବେ । ଦରକାର ପଡିଲେ ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାରଲିଫ୍ଟ କରାଯିବ ବୋଲି…

ଜିରୋ ନାଇଟ ପାଇଁ କଟକ କମିଶନରେଟର ପ୍ରସ୍ତୁତି: କ୍ଲବ,ପବ ଓ ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ନେବେ ଅନୁମତି

ଜିରୋ ନାଇଟ ପାଇଁ କଟକ କମିଶନରେଟର ପ୍ରସ୍ତୁତି। କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡିବ ବୋଲି ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି । ଏଥିସହିତ ରାତି ୧୨ ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ଓ ଆଉଟ ଡୋର ବା ବାହାରେ ମୁକ୍ତା କାଶରେ ରାତି ୧୦…

ରାଜପଥରେ ବେଧଡକ ଚାଲିଛି ନିଶା ବେପାର,ସୁରାଗ ଖୋଜୁଛି ପୋଲିସ

ଯାଜପୁର ଜିଲ୍ଲା ରେ ଗଞ୍ଜେଇ ବ୍ରାଉନ ସୁଗାର ଓ ଅନନ୍ୟା ନିଶା ଦ୍ରବ୍ୟ ମାଫିଆ ମାନଙ୍କ ଭୁସର୍ଗ ପଲିଟିଚି ଏହି ଜିଲ୍ଲା ଦେଇ ଯାଇ ଥିବା ୧୬,୨୦ ଓ ୫୩ନମ୍ବର ଜାତୀୟ ରାଜ ପଥ ଚୋରା ଚାଲାଣ ପାଇଁ ଚାରାଭୂମି ପାଲିଟିଛି l ବ୍ରାଉନ ସୁଗାର ଗଞ୍ଜେଇ ଚୋରା ମଦ ଦୈନିକ ବିଭିନ୍ନ ଅଞ୍ଚଳରେ ଧରା ପଡୁଛି l…

ଆମେରିକାରେ ବରଫରେ ପୋତିହେଉଛନ୍ତି ଜୀବନ୍ତ ମଣିଷ

ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟରେ ସାମିଲ ଥିବା ଆମେରିକା ଏବେ ପ୍ରବଳ ଶୀତର ଶିକାର ହୋଇଛି । ଥଣ୍ଡା ହେତୁ ସେଠାକାର ସ୍ଥିତି ବିଗିଡ଼ିଯାଇଛି । ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଆମେରିକାର ତାପମାତ୍ରା -୪୫ ଡିଗ୍ରୀକୁ ଚାଲିଆସିଛି । ଶୀତ ହେତୁ ଲକ୍ଷ ଲକ୍ଷ…

ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ି ଗଲେ ଶିକ୍ଷକ

ନଦୀରେ ଜଣେ ଛାତ୍ର ବୁଡ଼ିଯାଉଥିବା ଦେଖି ନିଜକୁ ଅଟକାଇ ପାରିଲେନି ଶିକ୍ଷକ। ତାଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ଜଳକୁ ଡେଇଁ ପଡ଼ିଥିଲେ। ପିଲାଟିର ଜୀବନ ବଞ୍ଚିଗଲା, କିନ୍ତୁ ଶିକ୍ଷକ ଜଣଙ୍କ ବୁଡ଼ି ଗଲେ। ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ…

ଗାଁ ଦାଣ୍ଡରେ ନିଆରା ବାହାଘର: ପ୍ରେମିକର ଘର ଆଗରେ ଶଙ୍ଖା ସିନ୍ଦୁର ପିନ୍ଧିଲା ପ୍ରେମିକା

ପ୍ରତିଶ୍ରୁତି ଏବଂ ପ୍ରେମର ଅଧିକାର ମାଗିଲା କିନ୍ତୁ ମିଳିଲାନି । କିଛି ଉପାୟ ନପାଇ ଧାରଣାରେ ବସିଲା, ଅଡିବସିଲା ବିବାହ ପାଇଁ । ଶେଷରେ ପ୍ରେମିକର ଘର ଆଗରେ ଏବଂ ଗାଁ ଦାଣ୍ଡରେ ବାହା ମୁକୁଟ ବାନ୍ଧି ଶଙ୍ଖା ସିନ୍ଦୂର ପିନ୍ଧିଲା । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁର…