ତୈଳବୀଜ ଓ ଡାଲି ଜାତୀୟ ଫସଲ ଉପରେ ଦିଆଯିବ ଏମ୍ଏସପି
ଭୁବନେଶ୍ୱର (): ଚଳିତ ବର୍ଷ ପ୍ରଥମ ଥର ପାଇଁ ଖରିଫ୍ ଋତୁରେ ଚାଷୀ ଉତ୍ପାଦନ କରୁଥିବା ତୈଳବୀଜ ଓ ଡାଲି ଜାତୀୟ ଶସ୍ୟକୁ ସରକାର ସହାୟକ ମୂଲ୍ୟ ଦେଇ କ୍ରୟ କରିବେ । ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହାୟକ ମୂଲ୍ୟ ଯୋଜନାର ରାଜ୍ୟସ୍ତରୀୟ ମନିଟରିଂ…
