Odia News Portal
Yearly Archives

2018

ଭାଲୁ ଆକ୍ରମଣରେ ଜଣେ ହୋମାଗାର୍ଡ ଆହତ

ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ବରହମପୁର ବଜାରରେ ଭାଲୁ ଆକ୍ରମଣରେ ଜଣେ ହୋମାଗାର୍ଡ ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ବଜାରରେ ହୋମାଗାର୍ଡ ରବୀନ୍ଦ୍ର ମାଝି ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି…

୭ ଦାଦନ ଶ୍ରମିକ ଉଦ୍ଧାର

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆଉ ୭ଜଣ ଦାଦନ ଶ୍ରମିକ। ଫଶି ରହିଥିବା ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ସୁନ୍ଦରଗଡ଼ ହେମଗିରି ବ୍ଲକ ଭୁର୍ତା ଅଂଚଳର। ୧୧ ଜଣ ଶ୍ରମିକ ଇଟାଭାଟିରେ କାମ କରିବାକୁ ଯାଇଥିଲେ ବିଜୟନଗରମ୍। ତେବେ ବକେୟା ପାଉଣା ମାଗିବାରୁ ୧୧…

ବିଜେପିରେ ମିଶିବାକୁ ନେତା ଅମଙ୍ଗ

ଭୁବନେଶ୍ୱର : ବିଜେପିରେ ଯୋଗଦେବାକୁ ରାଜ୍ୟରେ ନେତାମାନେ ଏେବେ ଅମଙ୍ଗ । ବିଶେଷକରି କଂଗ୍ରେସ ଓ ବିଜେଡିର କୌଣସି ନାମଜାଦା ନେତା ଦଳ ଛାଡି ପଦ୍ମ ଧରିବାକୁ ମଙ୍ଗୁ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଓଡିଶା ଗସ୍ତ ସମୟରେ ସେଭଳି କୌଣସି ବଡ ମିଶ୍ରଣପର୍ବର ଯୋଜନା ନଥିବା ଜଣାଯାଇଛି । ଗତ…

କଣ ଆପଣଙ୍କ ସାଥୀ ଏହି ରାଶିର? ରୋମାଣ୍ଟିକ…

ସବୁ ଝିଅ ଚାହାନ୍ତି ତାଙ୍କ ସାଥୀ ବିଶ୍ବାସଯୋଗ୍ୟ ଏବଂ ବହୁତ ରୋମାଣ୍ଟିକ ହୋଇଥାନ୍ତୁ। ଆପଣ ନିଜର ସାଥୀଙ୍କର ପର୍ସନାଲିଟୀ, ଡ୍ରେସିଙ୍ଗ ସେନ୍ସ ଏବଂ ସ୍ବଭାବକୁ ଦେଖି ତାଙ୍କୁ ପସନ୍ଦ କରିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ତାଙ୍କର ରାଶି ତାଙ୍କ ବିଷୟରେ କଣ କହୁଛି। ତେବେ ଆସନ୍ତୁ ଜାଣିବା…

୨୩ରେ ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସପରିବାର ଆସନ୍ତା ୨୩ ତାରିଖ ଠାରୁ ଆନ୍ଧ୍ର, ଓଡିଶା. ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଗସ୍ତ କରିବେ । ସେ ୨୩ ତାରିଖ ଦିନ ବିଶାଖାପାଟନାରେ ପହଁଂଚିବା ପରେ ସେଠାରେ କିଛି ପୂଜାଅର୍ଚନା କରି ସ୍ୱାମୀ ସ୍ୱରୂପା ନନ୍ଦଙ୍କୁ ଭେଟି ତାଙ୍କର ଆଶୀର୍ବାଦ…

ଋଣ ଛାଡ ଜାତୀୟ ଓ ରାଜ୍ୟ ଅର୍ଥନୀତିକୁ ଦୁର୍ବଳ କରିବ

ଭୁବନେଶ୍ବର () ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ଗତ କିଛି ଦିନ ଧରି ରାଜ୍ୟରେ ଚାଲିଛି ରାଜନୈତିକ ଝଡ । କିଛି ରାଜ୍ୟ କୃଷି ଋଣ ଛାଡ କରିବା ପରେ ଓଡିଶା ସରକାରଙ୍କ ଉପରେ ବିଭିନ୍ନ ମହଲରୁ କୃଷି ଋଣ ଛାଡ ପାଇଁ ଚାପି ପଡୁଥିଲା । ଏଭଳିସ୍ଥିତିରେ ରାଜ୍ୟ ସରକାର ଆଉ ପାଦେ ଆଗେଇ ଯାଇ ଚାଷୀଙ୍କ ପାଇଁ…

ଚାଷୀଙ୍କ ନବୀନ ମଲମ “କାଳିଆ”

ଭୁବନେଶ୍ବର () ଚାଷୀ ଓ ଚାଷ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଯନା “କାଳିଆ” (Krushak Assistance for Livelihood and Income Augmentation) । କୃଷି ଓ କୃଷକଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…

ଜିଓକୁ ଟକ୍କର ଦେବ ଟାଟା ସ୍କାଏ

ଟେଲିକମ୍ ସେକ୍ଟରରେ ଅପାର ଅଫଳତା ପରେ ବ୍ରଡବ୍ୟାଣ୍ଡ୍ ସେକ୍ଟରରେ ପାଦ ରଖିସାରିଲାଣି ଜିଓ । ଯାହା ଫଳରେ ଭାରତୀ ଏୟାରଟେଲ୍ ଏବଂ ବିଏସଏନଏଲ୍ ଭଳି କମ୍ପାନୀଙ୍କ ବଢିଯାଇଛି ଚ୍ୟାଲେଞ୍ଜ । ଖୁବ୍ ଶୀଘ୍ର ଗିଗା ଫାଇବର୍ ଲଂଚ୍ କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏବେ ଶୁଣିବାକୁ ମିଳୁଛି ଜିଓକୁ ଟକ୍କର…

ଜେଲ ଗଲେ ସୁପରଷ୍ଟାର୍ ବିଶାଲ କୃଷ୍ଣ କାହିଁକି ପଢନ୍ତୁ …

ସାଉଥ୍ ସୁପରଷ୍ଟାର୍ ବିଶାଲ ଗିରଫ। ତାମିଲ୍ ଫିଲ୍ମ ନିର୍ମାତା ପରିଷଦ (ଟିଏଫପିସି) କାର୍ୟ୍ୟାଳୟ ଜବରଦସ୍ତ ପଶିବା ଅଭିଯୋଗରେ ବିଶାଲଙ୍କୁ ଗିରଫ କରିଛି ପୋଲିସ୍ । ମିଳିଥିବା ସୂଚନା ଅନୁସାରେ,ବିଶାଲଙ୍କ ବିରୋଧୀ ଗୋଷ୍ଠୀ ଗତକାଲି ଟିଏଫପିସି ପରିସରକୁ ବନ୍ଦ କରିଦେଇଥିଲେ । କାରଣ ସେମାନେ ବିଶାଲ…

ରିଲିଜ୍ ହେଲା ‘ଜିରୋ’

ଫ୍ରାଇଡେ ରିଲିଜରେ ଆଜି ସିଲଭର ସ୍କ୍ରିନକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋ । ବାମନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ । ତାଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ । ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି ।…