Odia News Portal
Yearly Archives

2018

ରାଜଭବନ ଘେରିବେ ଚାଷୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ୨ ହଜାର ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିଳ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ସେ…

ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ନିଆଁ

ସମ୍ବଲପୁର ଠାରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଅଫିରେ କେତେକ ଦୁର୍ବୃର୍ତ ନିଆଁ ଲଗାଇଦେବା ଫଳରେ ଅଫିସର ବହୁ ଗୁରୁତ୍ୱପୁର୍ଣୃୂ କାଗଜପତ୍ର ସହ ୨ଟି ବାଇକ ମଧ୍ୟ ପୋଡିଯାଇଛି । ୪/୫ଦୁର୍ବୃର୍ତ ଆକସ୍ମିକ ଭାବେ ଅଫିସ ଭିତରେ ପଶି ନିଆଁ ଲଗାଇଦେଇଥିଲେ ବୋଲି ପରିଷଦର ଡେପୁଟି ସେକ୍ରେଟାରୀ…

ଜନଜାତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କି ପରମର୍ଶ ଦେଲେ, ପଢନ୍ତୁ …

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଆଦିବାସୀ ପଡିଆରେ ତିନି ଦିନିଆ ସର୍ଗିଫୁଲ ଉତ୍ସବର ଉଦଘାଟନ କରି ପିଲାମାନଙ୍କୁ ପାଠ ପଢି ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି । ନିଜେ ପାଠ ପଢିବା ସହ ନିଜ ପରିବାର ଓ ଗାଁର ପିଲାମାନଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ…

ଥରୁଛି ଓଡିଶା

ରାଜ୍ୟର କୌଣସି ଗୋଟିଏ ବି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ନାହିଁ। କିନ୍ତୁ ଥରୁଛି ସାରା ରାଜ୍ୟ। ଦକ୍ଷିଣରୁ ପଶ୍ଚିମ, ଉପକୂଳ, ଉତ୍ତର ଓଡ଼ିଶାକୁ ଦୁଇ ଦିନ ହେଲା ଏମିତି ଅସ୍ତବ୍ୟସ୍ତ କଲାଣି କୋହଲା ପାଗ। ଭୀଷଣ ଜାଡ଼ ମାଡ଼ି ଆସିବା ଭଳି ସଙ୍କେତ ଦେଉଛି। ମନାଲି, ସିମଲା,…

୫ ବାଇକ୍ ଲୁଟେରା ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ପାଞ୍ଚ ଜଣ ବାଇକ୍ ଲୁଟେରା ଗିରଫ ହୋଇଛନ୍ତି । ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ଓ ପିକ୍‌ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ଏହି ଲୁଟେରା ଦଳ ସହର ଉପକଣ୍ଠରେ…

ରାହୁଳ ଗାନ୍ଧୀ ଛୁଟି କାଟିବାକୁ ଗଲେ ହିମାଚଳପ୍ରଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଦଳର ବିଜୟ ସହିତ ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ କଷ୍ଟକର କାର୍ଯ୍ୟ ଥିଲା। ବିଶେଷ କରି ଏହି ୩ ରାଜ୍ୟରେ ଏକାଧିକ ମୁଖ୍ୟମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ଜେଇ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍‌

କେନ୍ଦୁଝର : ଭିଜିଲାନ୍ସ ଜାଲରେ ଜେଇ । କେନ୍ଦୁଝର ବୈତରଣୀ ଇରିଗେସନ୍‌ ଡିଭିଜନର କନିଷ୍ଠ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । ଜେଇ ନନ୍ଦକିଶୋରଙ୍କ ଶାଳପଡ଼ାସ୍ଥିତ ସରକାରୀ ବାସଭବନ, କାର‌୍ୟ୍ୟାଳୟ ସହ ଘଷିପୁରା…

ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ , ୪ ଦଫା ଦାବି ନେଇ ସୁରକ୍ଷା ସମିତି ପକ୍ଷରୁ ବନ୍ଦ ଡାକରା

ଅନୁଗୁଳ: ତାଳଚେରର ଅଣ୍ଡର ଗ୍ରାଉଣ୍ଡ କୋଇଲା ଖଣିରେ ବାଲି ଭର୍ତ୍ତି କରିବା, କୋଇଲା ଖଣି ଯୋଗୁଁ ଅଞ୍ଚଳରେ ଭଞଙ୍କର ପରିବେଶ ପ୍ରଦୂଷଣ ହେଉଥିବାରୁ ଲୋକଙ୍କୁ ଏହି ପ୍ରଦୂଷଣ ଜନିତ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ବିକଳପ ବ୍ୟବସ୍ଥା କରିବା ସହିତ ତାଳଚେର ମେଡିକାଲ କଲେଜକୁ ତୁର୪୍‌ତ କାର୍ଯ୍ୟକ୍ଷମ…

ଚାଷୀ ମୁଣ୍ଡରେ ଚଡକ ପକାଇଛି ଲଘୁଚାପଜନିତ ବର୍ଷା

କଳାହାଣ୍ଡି: 'ପେଥାଇ’ ପ୍ରଭାବରେ ରାଜ୍ୟ ସାରା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଚାଷୀକୂଳ ମୁଣ୍ଡରେ ହାତ ହେଇ ବସିଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଗତକାଲି ଅପରାହ୍ନ ଠାରୁ ଆରମ୍ଭ ହୋଇଥିବା ବର୍ଷାରେ ବ୍ୟାପକ ଫସଳ କ୍ଷୟକ୍ଷତି ହୋଇଛି । କ୍ଷେତରେ ଥିବା ଧାନ ଫସଲ ଏବେ ଗଜା…

ବିଜୁ ଶ୍ରମିକ ସମାବେଶରେ ଯୋଗ ଦେବାକୁ ନିମନ୍ତ୍ରଣ

ପାରାଦ୍ୱୀପ: ଆସନ୍ତା ଡିସେମ୍ବର ୨୩ ତାରିଖରେ ତୈଳ ବିଶୋଧନାଗାର ସମ୍ମୁଖରେ ଆୟୋଜିତ ହେବାକୁ ଥିବା ବିଜୁ ଶ୍ରମିକ ମହାସମାବେଶରେ ଯୋଗ ଦେବାକୁ ପାରାଦ୍ୱୀପର ବିଶିଷ୍ଟ ଶ୍ରମିକ ନେତା ତଥା ପାରାଦୀପର ୯ ଟି ବୃହତ ସଂଗଠନର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ସାଦର ନିମନ୍ତ୍ରଣ…