ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ‘ପେଥାଇ’ ଦେଲା ଚାଷୀଙ୍କୁ ଦୁଃଖ
ଚିକିଟି: ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ପେଥାଇ ଓଡ଼ିଶା ଚାଷୀଙ୍କ ପାଇଁ ନୂଆ ସଂକଟ ହୋଇ ସାମ୍ନାକୁ ଆସିଛି । ବାତ୍ୟା ପେଥାଇର ପ୍ରଭାବରେ ବର୍ଷା ହେବା ଯୋଗୁଁ ଅମଳ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି । ଲୋକେ ବିଲ ର ଧାନକୁ ପାଣିରୁ ବାହାର କରିଥିବା ଦେଖି ବାକୁ ମିଳୁଛି ।…
