ଚାଷୀଙ୍କ ହକ ପାଇଁ ବିଜେଡିର କେନ୍ଦ୍ର ବିରୋଧୀ ସଂଗ୍ରାମ
ଭୁବନେଶ୍ବର (): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏହାର ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ପରମ୍ପରା ଓ ଚଳଣି କୃଷିଭିତ୍ତିକ । କୃଷି ଓ କୃଷକ ଓଡ଼ିଶାର ଅର୍ଥନୀତି ଓ ସମାଜର ବୃହତ୍ତର ଅଙ୍ଗ । ରାଜ୍ୟର ଅର୍ଥନୀତି ପ୍ରତି କୃଷକମାନଙ୍କ ପରିଶ୍ରମ ଓ ତ୍ୟାଗର ଅବଦାନ ରହିଛି । କିନ୍ତୁ ଚାଷୀ ତା’ର…
