ଓଡ଼ିଶା ପୁରୁଷ ହକି ବିଶ୍ୱକପ: ବେଲଜିୟମ୍ ବିଶ୍ୱ ବିଜେତା
ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ରେ ବେଲଜିୟମ୍ ଚାମ୍ପିଅନ୍ ହୋଇଛି। ବିଶ୍ୱ ବିଜେତା ଭାବରେ ନିଜର ନୂତନ ପରିଚୟ ସୃଷ୍ଟି କରି ଇତିହାସ ରଚିଛି। ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ନେଦରଲାଣ୍ଡସ୍କୁ ପେନାଲଟି ସୁଟ୍ଆଉଟ୍ରେ ୩-୨ ଗୋଲରେ ପରାସ୍ତ କରିଛି।
ଚଳିତ ବିଶ୍ୱକପ୍ର…
