Odia News Portal
Yearly Archives

2018

କାହିଁକି ପୁରୁଷମାନେ ମହିଳାଙ୍କୁ ଚାହିଁଥାନ୍ତି ? କାରଣ ଜାଣନ୍ତୁ

ମହିଳାମାନେ ନିଜ ହିସାବରେ ପୁରୁଷ ମାନଙ୍କୁ ଆକର୍ଷିତ କରିନିଅନ୍ତି । ବେଳେ ବେଳେ ବିନା କୌଣସି କାରଣରେ ମଧ୍ୟ ମହିଳାମାନଙ୍କର ଯାଦୁ ପୁରୁଷମାନଙ୍କ ଉପରେ ଚାଲିଯାଇଥାଏ । ପୁରୁଷମାନଙ୍କୁ ମହିଳାମାନଙ୍କର କିଛି ନା କିଛି ଆକର୍ଷିତ କରିଥାଏ । କଣ ଆପଣ କେବେ ଚିନ୍ତା କରିଛନ୍ତି ପ୍ରାୟତଃ ପୁରୁଷମାନେ…

କାହିଁକି ଦୀପିକା ଚୁମ୍ବନ ପାଇଁ କହିଲେ ‘ଛି’ ଜାଣନ୍ତୁ …

ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ଗତ ନଭେମ୍ବର ୧୪ ଓ ୧୫ ତାରିଖରେ ବିବାହ କରିଛନ୍ତି। ସେମାନେ ବିବାହ ପରେ ହନିମୁନ୍ରେ ଯାଇନାହାନ୍ତି। ଏ ସଂପର୍କରେ ଦୀପିକା କହିଛନ୍ତି ଯେ, ରଣବୀରଙ୍କ ନୂଆ ସିନେମା ‘ସିମ୍ବା’ରିଲିଜ୍ ହେବା ପରେ ଦୁହେଁ ଏ ସଂପର୍କରେ ଚିନ୍ତା କରିବେ। ତେବେ ବିବାହ ପରେ ଦୀପିକା…

ତିତଲି ସହାୟତାରେ ବିଳମ୍ବ, ବିଜେଡି ଉଠାଇଲା କେନ୍ଦ୍ରୀ ଅବହେଳା ଅଭିଯୋଗ

ଭୁବନେଶ୍ବର () ଓଡିଶା ସହ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଅନ୍ୟ ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ମିଳୁଛି, ଅଥଚ ଓଡିଶାକୁ ମିଳୁନି । ଓଡିଶା ପ୍ରତି ବର୍ତ୍ତମାନର କେନ୍ଦ୍ର ସରାକରଙ୍କ ଏଭଳି ମନୋବୄତିକୁ ନେଇ ସବୁଠି ପ୍ରଶ୍ନ। ରାଜ୍ୟ ସରକାର ଓ ନିଜେ ମୁଖ୍ୟମନ୍ତ୍ରୀ ନବୀନ…

ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ୍‌

ଭୁବନେଶ୍ୱର: କ୍ରିକେଟ୍‌ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚ୍ଚିନ୍‌ ତେନ୍ଦୁଲକର ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ। ଏ ସଂପର୍କରେ ଆଜି ଖୋଦ୍‌ ସଚିନ୍‌ ଟ୍ୱିଟ୍‌ କରି ଜଣାଇଛନ୍ତି। ତେବ‌େ ଏହି ଖବର…

ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ପାଇଁ ଓଡିଶା ବାଳକ ଓ ବାଳିକା ଦଳ ଘୋଷିତ

ଭୁବନେଶ୍ବର/ ଆନ୍ଧ୍ର ପ୍ରଦେଶର ବିଜୟଗୁଡା ଠାରେ ଆସନ୍ତା ୨୨ ତାରିଖରୁ ୨୯ତମ ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ପକ୍ଷରୁ ବାଳକ ଓ ବାଳିକା ମିଶି ୩୦ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି l…

ସିପିଆଇ ନେତା ଡି.ରାଜାଙ୍କୁ ଭେଟିଲେ ବିଜେଡି ନେତା

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍‌ରେ ସମର୍ଥନ ଲାଗି, ସିପିଆଇ ନେତା ଡି ରାଜାଙ୍କୁ ଭେଟିଲେ, ବିଜେଡି ନେତା କଳିକେଶ ସିଂହଦେଓ ଓ କୁଳମଣି ସାମଲ। ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଲାଗି ଓଡ଼ିଶା ବିଧାନସଭାରେ ସଂକଳ୍ପ ଗୃହୀତ ହୋଇଛି। ସଂସଦରେ ମଧ୍ୟ ଏହାକୁ ସମର୍ଥନ…

ଗ୍ରାଣ୍ଡ ପିକ୍ସ ଲିଟିଲ ମଡେଲ ବିଜେତା ଓଡିଆ ଝିଅ ନିମିଶା

କଟକ: ଦକ୍ଷିଣ ଆଫ୍ରିକାର ଜୁନିୟର କାଟାଗରି ଗ୍ରାଣ୍ଡ ପିକ୍ସ ଲିଟିଲ ମଡେଲ ଇରଥ୍‌ ୨୦୧୮ର ବିଜେତା ହୋଇଛନ୍ତି ଓଡିଆ ଝିଅ ନିମିଶା ଲାଡିଆ । ଭୁବନେଶ୍ୱର କଟକ ରୋଡରେ ରହୁଥିବା ନିମିଶା ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା, ମା ଓ ଶୁଭେଚ୍ଛକଙ୍କୁ…

ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ

ଭୁବନେଶ୍ବର: ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ । ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ । ଦିନ ୪ଟାରେ ମ୍ୟାଚ ଖେଳାଯିବ । କ୍ୱାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ । ସେହିପରି ଜର୍ମାନୀକୁ ୨-୧ ଗୋଲରେ ହରାଇ ତୃତୀୟ…

ମହାପ୍ରଭୁଙ୍କୁ ଲାଗି ହେବ ଅନ୍‌ଲାଇନ ନିମନ୍ତ୍ରଣ ପତ୍ର

ପୁରୀ : ମହାପ୍ରଭୁଙ୍କ ବିବାହ ଓ ଅନ୍ୟାନ୍ୟ ନିମନ୍ତ୍ରଣ ପତ୍ର ଲାଗି କରିବାକୁ ଚାହୁଁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରକୁ ଆସିବାକୁ ପଡ଼ିବନି। ଏଥର ଘରେ ବସି ଗୃହକର୍ତା ନିମନ୍ତ୍ରଣ ପତ୍ର ଅନ୍‌ଲାଇନରେ ପଠାଇପାରିବେ। ଏହି ନିମନ୍ତ୍ରଣ ପତ୍ର ପ୍ରିଣ୍ଟ କରାଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଲାଗି…

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୧୭ ତାରିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଯଦିଓ ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମ…